Home Coronavirus Outbreak ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୩,୭୩୪ ନୂଆ...

ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୩,୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ, ୩୪ ମୃତ

49

ନୂଆ ଦିଲ୍ଲୀ ୨-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୩,୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୩୯,୭୯୨ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୩୨% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୩,୮୩,୭୮୭ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୭,୮୯୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୪୯% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୦,୫୦,୦୦୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୪୧୯୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୬,୪୩୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୩୨%

ଆରୋଗ୍ୟ ହୋଇଛନ୍ତି ୯୮.୪୯%

ଏବଂ ମୃତ୍ୟୁ ସଂଖ୍ୟା ୧.୨୦%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୦୪, ୬୦, ୮୧, ୦୮୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୬, ୭୭, ୪୦୫

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୭, ୫୮, ୯୨, ୬୧୧ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୪, ୧୧, ୧୦୨

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୫ ୧୦୨୮୧ ୧୨୯
ଆନ୍ଧ୍ରପ୍ରଦେଶ ୨୧୧୯ ୨୩୧୫୩୧୩ ୨୬୦ ୧୪୭୩୩
ଅରୁଣାଚଳ ପ୍ରଦେଶ ୪୩୩ ୬୫୧୬୪ ୮୬ ୨୯୬
ଆସାମ ୫୨୯୬ ୭୨୬୨୦୧ ୬୧୮ ୮୦୧୭
ବିହାର ୧୪୦୧ ୮୩୦୦୩୫ ୨୦୧ ୧୨୨୮୪
ଚଣ୍ଡିଗଡ଼ ୯୨୨ ୯୪୫୭୯ ୮୧ ୧୧୬୯
ଛତିଶଗଡ ୩୪୮୧ ୧୧୪୮୮୭୩ ୪୯୩ ୧୪୦୬୭
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୩ ୧୧୫୧୬
ଦିଲ୍ଲୀ ୪୨୭୪ ୧୯୨୬୦୦୬ ୧୦୫୫ ୨୬୩୧୩
୧୦ ଗୋଆ ୮୨୯ ୨୪୭୫୧୮ ୮୦ ୩୮୫୪
୧୧ ଗୁଜୁରାଟ ୬୪୧୩ ୧୨୩୮୩୯୩ ୭୨୯ ୧୦୯୭୧
୧୨ ହରିୟାଣା ୩୩୧୭ ୧୦୧୬୬୮୭ ୫୮୬ ୧୦୬୪୪
୧୩ ହିମାଚଳ ପ୍ରଦେଶ ୫୫୭୨ ୨୯୦୬୪୪ ୮୩୮ ୪୧୬୪
୧୪ ଜାମ୍ମୁ କାଶ୍ମୀର ୪୫୫୧ ୪୫୫୮୪୦ ୭୦୪ ୪୭୭୨
୧୫ ଝାଡଖଣ୍ଡ ୧୧୧୧ ୪୩୩୭୨୮ ୧୪୬ ୫୩୨୭
୧୬ କର୍ଣ୍ଣାଟକ ୧୦୮୫୯ ୩୯୫୭୬୪୩ ୧୫୩୧ ୪୦୧୪୮
୧୭ କେରଳ ୧୩୮୮୬ ୬୬୩୮୦୪୪ ୨୨୬୧ ୭୦୪୮୧
୧୮ ଲଦାଖ ୯୮ ୨୮୫୭୪ ୩୪ ୨୨୮
୧୯ ଲକ୍ଷଦୀପ ୧୧୩୬୩ ୫୨
୨୦ ମଧ୍ୟପ୍ରଦେଶ ୧୫୧୨ ୧୦୩୭୭୯୪ ୧୯୬ ୧୦୭୫୬
୨୧ ମହାରାଷ୍ଟ୍ର ୧୨୮୦୮ ୭୮୮୭୩୭୨ ୧୦୨୪ ୧୪୮୧୦୫
୨୨ ମଣିପୁର ୫୦୧ ୧୩୬୫୦୩ ୯୯ ୨୧୨୯
୨୩ ମେଘାଳୟ ୬୭୨ ୯୩୧୮୦ ୬୮ ୧୬୦୬
୨୪ ମିଜୋରାମ ୧୧୯୭ ୨୩୧୨୩୦ ୧୭୦ ୭୧୦
୨୫ ନାଗାଲାଣ୍ଡ ୮୭ ୩୪୯୩୫ ୭୭୧
୨୬ ଓଡ଼ିଶା ୬୯୨୯ ୧୨୯୭୮୭୨ ୫୨୮ ୯୧୪୧
୨୭ ପୁଡୁଚେରୀ ୭୪୦ ୧୬୮୨୫୩ ୧୧୦ ୧୯୬୬
୨୮ ପଞ୍ଜାବ ୯୩୪୮ ୭୪୭୧୦୧ ୧୭୮୧୮
୨୯ ରାଜସ୍ଥାନ ୨୦୧୦ ୧୨୮୨୯୮୫ ୩୨୭ ୯୫୮୦
୩୦ ସିକ୍କିମ୍ ୯୪୪ ୪୦୮୪୮ ୧୩୮ ୪୭୨
୩୧ ତାମିଲନାଡୁ ୧୨୨୨୮ ୩୪୯୫୩୪୫ ୧୮୦୨ ୩୮୦୩୨
୩୨ ତେଲେଙ୍ଗାନା ୫୭୩୩ ୮୧୦୭୭୩ ୫୮୧ ୪୧୧୧
୩୩ ତ୍ରିପୁରା ୧୪୫୭ ୧୦୪୩୬୧ ୪୨୫ ୯୩୦
୩୪ ଉତ୍ତରାଖଣ୍ଡ ୨୩୦୭ ୪୩୩୧୯୯ ୨୩୪ ୭୭୦୯
୩୫ ଉତ୍ତରପ୍ରଦେଶ ୩୨୦୬ ୨୦୭୬୧୭୨ ୨୧୯ ୨୩୫୬୯
୩୬ ପଶ୍ଚିମବଙ୍ଗ ୧୩୪୯୩ ୨୦୫୯୪୬୨ ୨୨୫୧ ୨୧୩୭୨
ମୋଟ ୧୩୯୭୯୨ ୪୩୩୮୩୭୮୭ ୧୭୮୯୭ ୫୨୬୪୩୦ ୨୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.