Home ଆମ ପର୍ବ ପର୍ବାଣୀ ଦେବୀଗଢାରେ ଚାଲିଛି ମା’ଙ୍କ ଭସାଣ ଯାତ୍ରା

ଦେବୀଗଢାରେ ଚାଲିଛି ମା’ଙ୍କ ଭସାଣ ଯାତ୍ରା

166

ଭୁବନେଶ୍ୱର/କଟକ୧୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଟକ ର ଦେବୀଗଡା ନଦୀଘାଟରେ ଗତ କାଲି ଠାରୁ ଆରମ୍ଭ ହୋଇଥିବା ମା’ଙ୍କ ମୃର୍ତ୍ତିକୁ ଆଜି ସକାଳୁ ପର‌୍ୟ୍ୟାୟ କ୍ରର୍ମେ ବିସର୍ଜନ କରାଯିବା ଦେଖିବାକୁ ମିଳିଛି । ସହରରେ ନିର୍ମିତ ହୋଇଥିବା ୧୬୨ ମା’ଙ୍କ ମୃର୍ତ୍ତି ମଧ୍ୟରୁ ସକାଳ ୮ଟାସୁଧା ୧୦୭ଟି ମେଢ ବିସର୍ଜନ କାରାଯାଇଥିବା ସୁଚନା ମିଳିଛି । ସହରରେ ଲୋକମାନଙ୍କରଭସାଣ ଭିଡକୁ ଆଖିଆଗରେ ରଖି ପୁଲିସ ପକ୍ଷରୁ ସୁରକ୍ଷାକୁ କଢାକଢି କରାଯାଇଛି । ବର୍ତ୍ତସୁଧା କଟକ ସହରରେ କୈାଣସି ଅଘଟଣ ଘଟିନଥିବା ଦୁଲିସ ପକ୍ଷରୁ ସୁଚନା ମିଳିଛି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.