Home ଅପରାଧ ଜୁଆ ଆଡ୍ଡା ଉପରେ ଗୁଣପୁର ପୋଲିସର ଚଢାଉ

ଜୁଆ ଆଡ୍ଡା ଉପରେ ଗୁଣପୁର ପୋଲିସର ଚଢାଉ

83

ରାୟଗଡା,୧୩/୦୯,(ଓଡିଆ ପୁଅ ପି ନାଏକ):ଗୁଣୁପୁର ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଏକ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି ଗୁଣୁପୁର ପୋଲିସ । ସ୍ଥାନୀୟ କଇଠ ପଦର ଗ୍ରାମରେ ଏହି ଆଡ୍ଡା ଚାଲୁଥିବା ପୋଲିସ ଖବର ପାଇ ସେଠାରେ ଚଢଉ କରିଥିଲା । ଚଢଉ ପରେ ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ୪୮ ହଜାର ୪୫୦ଟଙ୍କା, ଗୋଟିଏ ଅଟୋ, ୬ଟି ମୋବାଇଲ ସହ ୪ଟି ମୋବାଇଲ ଫୋନ ଜବତ କରିଛି ।ତେବେ  ସେମାନେ ସମସ୍ତେ  ପଦ୍ମପୁର,ଗୁଣୁପୁର ଓ ଆନ୍ଧ୍ରପ୍ରଦେଶର ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.