Home ଓଡ଼ିଶା ଜମ୍ମୁ ଓ କଶ୍ମୀର ରାଜ୍ୟପାଳ ଶ୍ରୀ ସତ୍ୟ ପାଲ ମଲିକଙ୍କ ବଦଳି – ଗୋଆ ରାଜ୍ୟପାଳ...

ଜମ୍ମୁ ଓ କଶ୍ମୀର ରାଜ୍ୟପାଳ ଶ୍ରୀ ସତ୍ୟ ପାଲ ମଲିକଙ୍କ ବଦଳି – ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତି

292

ନୂଆ ଦିଲ୍ଲୀ ୨୫-୧୦ (ଓଡ଼ିଆ ପୁଅ) ରାଷ୍ଟ୍ରପତିଙ୍କ ଦ୍ୱାରା ନିମ୍ନୋକ୍ତ ନିଯୁକ୍ତି/ବଦଳି ଆଦେଶ ପ୍ରଦାନ କରାଯାଇଛି।
ଜମ୍ମୁ ଓ କଶ୍ମୀର ରାଜ୍ୟପାଳ ଶ୍ରୀ ସତ୍ୟ ପାଲ ମଲିକଙ୍କୁ ବଦଳି କରାଯାଇ ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତି ତରାଯାଇଛି। ସେହିପରି ଶ୍ରୀ ପି.ଏସ. ଶ୍ରୀଧରନ ପିଲ୍ଲାଇଙ୍କୁ ମିଜୋରାମ ରାଜ୍ୟପାଳ, ଶ୍ରୀ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଜମ୍ମୁ ଓ କଶ୍ମୀର ଉପରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଥିବା ବେଳେ ଶ୍ରୀ ରାଧାକୃଷ୍ଣ ମାଥୁରଙ୍କୁ ଲଦାଖ ଉପରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ପଦବୀଧାରୀମାନେ ସେମାନଙ୍କ ପଦବୀରେ ଦାୟିତ୍ୱ ଗ୍ରହଣ କରିବା ତାରିଖ ଠାରୁ ନିଯୁକ୍ତିର କାର୍ଯ୍ୟକାଳ ଆରମ୍ଭ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.