Home Top News ଜମି ବିକି ଶ୍ରୀମନ୍ଦିରକୁ ଦାନ କଲେ ୨୦ଲକ୍ଷ ଟଙ୍କା

ଜମି ବିକି ଶ୍ରୀମନ୍ଦିରକୁ ଦାନ କଲେ ୨୦ଲକ୍ଷ ଟଙ୍କା

53

ପୁରୀ ୧୫-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବାଲେଶ୍ୱର ବସ୍ତା ସଦାନନ୍ଦ ପୁର ଅଞ୍ଚଳର ସୁପ୍ରଭା ପଣ୍ଡା ଶ୍ରୀମନ୍ଦିରକୁ ଦାନ କଲେ ୨୦ଲକ୍ଷ ଟଙ୍କା। ତାଙ୍କ ସ୍ୱାମୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ। ତାଙ୍କ ସ୍ୱାମୀଙ୍କ ଇଚ୍ଛା ଥିଲା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିବେ। ହେଲେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ତାଙ୍କ ଧର୍ମପତ୍ନୀ ସୁପ୍ରଭା ନିଜ ଜମି ବିକ୍ରି କରି ୨୦ଲକ୍ଷ ଟଙ୍କା ଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.