Home ଅପରାଧ ଛୁରାମାଡରେ ସୁନା ବ୍ୟବସାୟୀ ଗୁରୁତର

ଛୁରାମାଡରେ ସୁନା ବ୍ୟବସାୟୀ ଗୁରୁତର

134

ଝାରସୁଗୁଡା୨୦ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ ବିଳମ୍ବିତ ରାତ୍ରୀରେ ଦୁବୁର୍ତ୍ତଙ୍କ ଛୁରାମାଡରେ ଜଣେ ସୁନା ବ୍ୟବସାୟୀ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ- ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅଞ୍ଚର ସୁନା ବ୍ୟବସାୟୀ ବିନାୟକ ପ୍ରସାଦଙ୍କୁ ଛୁରାମାଡ଼ ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚ୍ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କଣ ପାଇଁ ଛୁରିମାଡ ହୋଇଛି ତାହା ପୁଲିସ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.