Home ଓଡ଼ିଶା ଘାଇକୁ ଖସିଲା ବସ, ୯ ମୃତ

ଘାଇକୁ ଖସିଲା ବସ, ୯ ମୃତ

465

ଡେରାଡୁନ,୬ ।୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ) : ଆଜି ଉତ୍ତରାଖଣ୍ଡର ଟିହରୀ ଗଡୱାଲ ନିକଟରେ ଘାଇକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ସ୍କୁଲ ବସ୍ । ଫଳରେ ଏହି ଦୁର୍ଘଟଣାରେ ୯ ଛାତ୍ରାଙ୍କ ମୃତ୍ୟୁ ହୋଇଛି ।  ତେବେ ବର୍ତ୍ତମାନ ଆହତମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବସରେ ମୋଟ୍ ୧୮ ଜଣ ଛାତ୍ର ଥିଲେ । ଘଟଣାସ୍ଥଳରେ ଏସଡିଆରଏଫ୍ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.