Home ଓଡ଼ିଶା ଘର ଉପରେ ଚଢ଼ିଲା କୁମ୍ଭୀର

ଘର ଉପରେ ଚଢ଼ିଲା କୁମ୍ଭୀର

584

ନୂଆଦିଲ୍ଲୀ,୧୨/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): କର୍ଣ୍ଣାଟକ ବନ୍ୟାରେ କେବଳ ଜନଜବୀନ ପ୍ରଭାବିତ ହେଉଛି ତାହା ନୁହେଁ । ବହୁ ପଶୁପକ୍ଷୀ ବି ପ୍ରାଣ ହରାଇଛନ୍ତି । ଆଉ କିଛି ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ।

ବେଲଗାଁଓରେ ବନ୍ୟାରୁ ବର୍ତ୍ତିବାକୁ ଗୋଟିଏ ବଡ କୁମ୍ଭୀର ଛାତ ଉପରକୁ ଚଢି ଯାଇଛି । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଚାରିଆଡେ ପାଣି ମାଡିଯିବାରୁ କୁମ୍ଭୀରଟି ପାଖରେ ଥିବା ଛାତକୁ ଚଢି ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.