Home ଖୋର୍ଦ୍ଧା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ବିଭିନ୍ନ ବ୍ଲକ / ନଗର କଂଗ୍ରେସ ସଭାପତି ନିଯୁକ୍ତ

ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ବିଭିନ୍ନ ବ୍ଲକ / ନଗର କଂଗ୍ରେସ ସଭାପତି ନିଯୁକ୍ତ

35

ଭୁବନେଶ୍ୱର ୮.୨ (ଓଡ଼ିଆ ପୁଅ) – ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ବିଭିନ୍ନ ବ୍ଲକ ଓ ନଗର କଂଗ୍ରେସ ସଭାପତି ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ- ଜଟଣୀ ବ୍ଲକ- ଧନେଶ୍ୱର ରାଉତରାୟ, ଜଟଣୀ ମ୍ୟୁନିସ୍‌ପାଲଟି – ଅଶୋକ ମଙ୍ଗରାଜ, ଭୁବନେଶ୍ୱର ବ୍ଲକ – ଭାସ୍କର ବାହିନୀପତି, ଖୋର୍ଦ୍ଧା ମ୍ୟୁନିସ୍‌ପାଲଟି- ରଞ୍ଜିତ ମହାପାତ୍ର, ଖୋର୍ଦ୍ଧା ବ୍ଲକ- ବିଶ୍ୱଭୂଷଣ ଛୋଟରାୟ, ଟାଙ୍ଗୀ ବ୍ଲକ – ସୁକାନ୍ତ ରାଉତରାୟ, ବେଗୁନିଆ ବ୍ଲକ – ହାଡ଼ିବନ୍ଧୁ ମହାପାତ୍ର, ବୋଲଗଡ ବ୍ଲକ- ବିଜୟ ପ୍ରଧାନ, ଚିଲିକା ବ୍ଲକ- ଉଗ୍ରସେନ ବିଶ୍ୱାଳ, ବାଣପୁର ବ୍ଲକ- ଅକ୍ଷୟ ମହାପାତ୍ର, ବାଣପୁର ଏନ୍‌ଏସି- ବିଜୟ କୁମାର ରଥ, ବାଲୁଗାଁ ଏନ୍‌ଏସି- ସନ୍ତୋଷ କୁମାର ଷଢ଼ଙ୍ଗୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.