Home କୋରାପୁଟ କୋରାପୁଟ ସହରର ବିଭିନ୍ନ ସାହିକୁ ବିଶୋଧନ କରାଗଲା

କୋରାପୁଟ ସହରର ବିଭିନ୍ନ ସାହିକୁ ବିଶୋଧନ କରାଗଲା

17

କୋରାପୁଟ ୧୬-୦୫(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ସାହିକୁ ବିଶୋନ କରାଯାଇଥିବା ଜଣାପଡିଛି ।କୋରାପୁଟ ସହରର ଭବାନୀ ନଗର ,ଗୈାତମନଗର ,ପୂଜାରୀପୁଟ,ପିଏଚଡି କଲୋନୀ,ମାଳିସାହି,ଭାଣ୍ଡି ସାହି ,ନେହେରୁନଗର ଓ କଫି ବୋର୍ଡରେ ଅଗ୍ନିଶମ କର୍ମଚାରୀମାନେ ଯାଇ ବିଶୋଧକ ସ୍ପ୍ରେ କରିଥିଲେ ବୋଲି ବେସାମରିକ ପ୍ରତିରକ୍ଷା ବାହିନୀର ଉପନିୟନ୍ତ୍ରକ ରମାନାଥ ମିଶ୍ର ସୂଚନା ଦେଇଛନ୍ତି ।କୋରାପୁଟ ଅଗ୍ନଶମ ବିଭାଗର ହାବିଲଦାର ମାନସ ରାଉତଙ୍କ ନେତୃତ୍ୟରେ ଅନ୍ୟ କର୍ମଚାରୀମାନେ ଯୋଗଦେଇ ବିଶୋଧକ ସ୍ପ୍ରେ  କରିଥିଲେ ବୋଲି ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.