Home କୋରାପୁଟ କୋରାପୁଟ ଓ ଜୟପୁର ସହରର୪ ଟି ସ୍ଥାନ ମାଇକ୍ରୋ କଂଟେନମେଂଟ ଜୋନ

କୋରାପୁଟ ଓ ଜୟପୁର ସହରର୪ ଟି ସ୍ଥାନ ମାଇକ୍ରୋ କଂଟେନମେଂଟ ଜୋନ

17

କୋରାପୁଟ ୧୬-୦୫(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଓ ଜୟପୁର ସହରର ୪ ଟି ସ୍ଥାନରେ ମାଇକ୍ରୋ କଂଟେନମେଂଟ  ଜୋନ କରାଯାଇଥିବା ଜଣାପଡିଛି ।କୋରାପୁଟ ମ୍ୟୁନସିପାଲଟିର  ପିଏଚଡି ପମ୍ପହାଉସ କଲୋନୀକୁ ମାଇକ୍ରୋ କଂଟେନମେଂଟ କରାଯାଇଥିବା ବେଳେ ଜୟପୁର ମ୍ୟୁନସିପାଲଟିର ମହାରାଣୀପେଟା ,ଭିଆଇପି କଲୋନୀ ଓ ନ୍ୟୁଷ୍ଟ୍ରେଟର ୨ୟ ଲାଇନକୁ କଂଟେନମେଂଟ କରାଯାଇଥିବା ଜଣାପଡିଛି ।ଉକ୍ତ ଜୋନମାନଙ୍କରେ ପ୍ରବେଶକୁ ବାରଣ କରାଯାଇଛି । ଆସନ୍ତା ୨୧ ତାରିଖ ପୂର୍ବାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଏହା ବଳବତର ରହିବ ବୋଲି ଜଣାପଡିଛି ।ମାଇକ୍ରୋ କଂଟେନମେଂଟ ନିୟମକୁ ଉଲ୍ଲଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ନିର୍ଦ୍ଦେଶାନାମା ଜାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.