Home କୋରାପୁଟ କୋରାପୁଟ ଜିଲ୍ଲାରେ ପୁଣି ୪  କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ପୁଣି ୪  କରୋନା ପଜିଟିଭ ଚିହ୍ନଟ

16

 

କୋରାପୁଟ ୦୨-୦୪ (ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ଶୁକ୍ରବାର  ଦିନ ଜଣେ ମହିଳାଙ୍କ  ସମେତ ପୁଣି  ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ  ସୂଚନା  ଦିଆଯାଇଛି । ଆକ୍ରାନ୍ତମାନଙ୍କ ମଧ୍ୟରୁ ୨ଜଣ ଜୟପୁର ପୌରାଂଚଳର ଥିବାବେଳେ ଜଣେ  ସୁନାବେଡା  ପୌର ପରିଷଦ ହାଲଟାଉନସିପର  ଓ ଆଉ ଜଣେ କୁନ୍ଦୁରା ବ୍ଲକ ଲିମା ଗ୍ରାମର ବୋଲି ଜଣାପଡିଛି । ଜୟପୁର ପୌରାଂଚଳରୁ ଚିହ୍ନଟ ୨ ଜଣଙ୍କ ମଧ୍ୟରୁ ଜଣେ  ପ୍ରସାଦରାଓ ପେଟ୍ଟା ଓ ଅନ୍ୟ ଜଣେ ଆଇନ ମହାବିଦ୍ୟାଳୟ ନିକଟ  ଅଂଚଳର ବୋଲି ସୂଚନା ମିଳିଛି । ଗତ  ୩ଦିନରେ ଜିଲ୍ଲାରେ ଲଗାତାର କରୋନା ପଜିଟିଭ ଚିହ୍ନଟ ହେଉଥିବା ଘଟଣା  ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.