Home Coronavirus Outbreak କୋଭିଡ-19 ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ପାଇଁ ଉଦ୍ଦିଷ୍ଟ ନିର୍ଦ୍ଦେଶନାମା ସଂକ୍ରାନ୍ତରେ ପରିଶିଷ୍ଟ ଜାରି କଲା...

କୋଭିଡ-19 ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ପାଇଁ ଉଦ୍ଦିଷ୍ଟ ନିର୍ଦ୍ଦେଶନାମା ସଂକ୍ରାନ୍ତରେ ପରିଶିଷ୍ଟ ଜାରି କଲା ଗୃହ ମନ୍ତ୍ରଣାଳୟ

930

ନୂଆ ଦିଲ୍ଲୀ ୩୦-୩ (ଓଡ଼ିଆ ପୁଅ) ଗୃହ ମନ୍ତ୍ରଣାଳୟ ପକ୍ଷରୁ କରୋନା ଭୂତାଣୁ ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ଲାଗୁ କରିବା ନିମନ୍ତେ ସମସ୍ତ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ବର୍ତ୍ତମାନ ଏହି ନିର୍ଦ୍ଦେଶନାମାକୁ ନେଇ ଏକ ପରିଶିଷ୍ଟ ଏବଂ ସହ ପରିଶିଷ୍ଟ (https://pib.gov.in/PressReleseDetail.aspx?PRID=1608644) ଜାରି କରାଯାଇଛି।

ଦ୍ବିତୀୟ ପରିଶିଷ୍ଟରେ 21 ଦିନର ଲକଡାଉନ ସମୟରେ, ବିପର୍ଯ୍ୟୟ ପ୍ରଶମନ ଆଇନ 2005 ଅନ୍ତର୍ଗତ ଛାଡ଼ ପ୍ରାପ୍ତ ଆବଶ୍ୟକ ବସ୍ତୁ ଓ ସେବାକୁ ଅତିରିକ୍ତ ଶ୍ରେଣୀରେ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.