Home ଓଡ଼ିଶା କୀଟନାଶକ ଖାଇ ବୃଦ୍ଧଙ୍କ ଆତ୍ମହତ୍ୟା

କୀଟନାଶକ ଖାଇ ବୃଦ୍ଧଙ୍କ ଆତ୍ମହତ୍ୟା

419

ପାଟଣା ୨୧-୧୧ (ଓଡ଼ିଆ ପୁଅ/ସନ୍ତୋଷ ପତି) ପାରିବାରିକ କଳହର କରୁଣ ପରିଣତି ଘରୋଇ କଳିକୁ ନେଇ ଘଟଗାଁ ଥାନା ରାମଚନ୍ଦ୍ରପୁର ଗ୍ରାମର ଗିରିଧାରୀ ନାଏକ କିଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ପାଟଣା ଥାନା ସୋରାସକେଲା ହାଟ ପଡ଼ିଆରୁ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଆଣି ପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ରିସିଭ୍ ଡେଥ୍ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.