Home ଓଡ଼ିଶା କାଶ୍ମୀର ଯିବେ ୟୁରୋପ ସଂସଦୀୟ ଦଳ

କାଶ୍ମୀର ଯିବେ ୟୁରୋପ ସଂସଦୀୟ ଦଳ

237

ନୂଆଦିଲ୍ଲୀ: ୟୁରୋପୀୟ ସଂସଦର ଏକ ୨୮ ଜଣିଆ ପ୍ରତିନିଧି ମଣ୍ଡଳ ମଙ୍ଗଳବାର ଦିନ ଜମ୍ମୁକାଶ୍ମୀର ଗସ୍ତରେ ଯିବେ।ଜମ୍ମୁକାଶ୍ମୀର ଗସ୍ତରେ ଯିବା ପୂର୍ବରୁ ଆଜି ସେହି ପ୍ରତିନିଧି ମଣ୍ଡଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଯାତ୍ରା ଫଳରେ ୟୁରୋପୀୟ ସଂସଦର ପ୍ରତିନିଧି ମଣ୍ଡଳକୁ କ୍ଷେତ୍ରର ସାଂସ୍କୃତିକ ଏବଂ ଧାର୍ମିକ ବିବିଧତାର ଉତ୍କୃଷ୍ଟ ଜ୍ଞାନ ମିଳିପାରିବ।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.