Home କେନ୍ଦ୍ରାପଡ଼ା କଟକରୁ ଆସି କେନ୍ଦ୍ରାପଡାରେ ଡାକ୍ତର ରୋଗୀ ଦେଖିବାରେ ବ୍ୟସ୍ତ

କଟକରୁ ଆସି କେନ୍ଦ୍ରାପଡାରେ ଡାକ୍ତର ରୋଗୀ ଦେଖିବାରେ ବ୍ୟସ୍ତ

139

କେନ୍ଦ୍ରାପଡ଼ା, ୧୬/୭( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ସହରରେ ଥିବା ଏକ ଘରୋଇ କ୍ଲିନିକ ମାଲିକଙ୍କ ପୁଅ କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସପିଟାଲରେ ଚାକିରି କରୁଛନ୍ତି। ଏହି ଡାକ୍ତର ଜଣକ କେନ୍ଦ୍ରାପଡା ପୈାରାଂଚଳରେ ଏକ କ୍ଲିନିକ କରିଛନ୍ତି। ଯେଉଁଠାରେ ସେ ଦୈନିକ ଶହ ଶହ ରୋଗୀ ଦେଖୁଥିବା ଅଭିଯୋଗ ହୋଇଛି। କରୋନା ମହାମାରୀ ସମୟରେ କଟକରୁ ଆସି ଏଠାରେ ରୋଗୀ ଦେଖିବା ଦ୍ୱାରା କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ଅଭିଯୋଗରେ ଦର୍ଶାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.