Home ଜିଲ୍ଲା ପରିକ୍ରମା କଂଗ୍ରେସର କଳାଦିବସ ପାଳନ, ବ୍ଲକ ଆଗରେ କଳାପତାକା ଧରି ବିକ୍ଷୋଭ

କଂଗ୍ରେସର କଳାଦିବସ ପାଳନ, ବ୍ଲକ ଆଗରେ କଳାପତାକା ଧରି ବିକ୍ଷୋଭ

242

ମାଲକାନଗିରି,୨୬ା୧୨ (ଓଡିଆ ପୁଅ  )ଆଜି ସମଗ୍ର ରାଜ୍ୟରେ ବିଜିଡି ଦଳପକ୍ଷରୁ ପ୍ରତିଷ୍ଠାଦିବସ ପାଳନ କରାଯାଉଥିବା ବେଳେ ଏହାକୁ କଂଗ୍ରେସ ଦଳ କଳାଦିବସ ଭାବେ ପାଳିଛନ୍ତି । ବିଜେଡି ସରକାରଙ୍କ  ମନମୁଖି ଶାସନ ଦୁର୍ନିକୁ ବିରୋଧ କରି ମାଲକାନଗିରି ଜିଲ୍ଲାସ୍ଥ କୋରକୁଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜୋନାଲ ସଭାପତି  ବିନାୟକ ପାତ୍ର,କିଶାନ ସେଲର ସଭାପତି ଜଗବନ୍ଧୁ ପୋଡାଲ ଙ୍କ ନେତୃତ୍ୱରେ ଆବାରାଓଡୁରୁକା, ଡି.ହରିହର,ରାମେଶ୍ୱର ଗୌଡ,ଆଡମା ମାଢି,ପଦିଆ ମାଢି, ଲାକା ମାଢି,ମନତୋଷ ପାଣ୍ଡେ,ରିଙ୍କୁ ଗୌଡ,ବି.ପ୍ରଭାକର, ବି.ବାଲସା ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ କଳାବ୍ୟାଚ ପରିଧାନକରି ହାତରେ କଳାପକା ଧରି  ବିକ୍ଷୋଭ ପ୍ରଦର୍ଶନକରି କଳାଦିବସ ପାଳନ  କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.