Home ଜିଲ୍ଲା ପରିକ୍ରମା ଏବିଭିପିର ଛାତ୍ର ସନ୍ଦେଶ ପୁସ୍ତକ ପ୍ରଦାନ

ଏବିଭିପିର ଛାତ୍ର ସନ୍ଦେଶ ପୁସ୍ତକ ପ୍ରଦାନ

1

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମାସିକ ପତ୍ରିକା ଛାତ୍ର ସନ୍ଦେଶ ଥାନାଧିକାରୀ ସୁପ୍ରକାଶ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି । ଏବିଭିପିର ପଦାଧିକାରୀ ମାନେ ବନ୍ତ ଆଚଂଳିକ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ଛାତ୍ର ହିତ କାର୍ଯ୍ୟ, ଶିକ୍ଷାଗତ ବାତାବରଣ ଏବଂ ସମାଜ ପ୍ରତି ସଂଗଠନର ଯୋଗଦାନ ସଂପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ କ୍ୟାମ୍ପସ ୟୁନିଟ୍ ସଭାପତି ସୁନିଲ କୁମାର ପରିଡା, ସମ୍ପାଦିକା ଶୁଭ୍ରସ୍ମିତା ମହାକୁଡ, ଜ୍ୟୋତି ପ୍ରକାଶ ଜେନା, ଚନ୍ଦନ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.