Home ଓଡ଼ିଶା  ଆବାସ ଯୋଜନା ରେ ଅନିୟମିତତା ହୋଇଥିବା ବିଜେପି ପ୍ରଶ୍ନର ଉତ୍ତର ରଖିଲା ବିଜେଡି

 ଆବାସ ଯୋଜନା ରେ ଅନିୟମିତତା ହୋଇଥିବା ବିଜେପି ପ୍ରଶ୍ନର ଉତ୍ତର ରଖିଲା ବିଜେଡି

522

ଭୁବନେଶ୍ୱର ୯ା୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ବିଜେଡି ମୁଖପାତ୍ର ପ୍ରତାପ ଦେବ ଆବାସ ଯୋଜନା ନେଇ ବିଜେପି କରିଥିବା ଅଭିଯୋଗର ଜବାବ ଦେଇ କହିଛନ୍ତି ଯେ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ରାଜ୍ୟ ଭାଗିଦାରି ପୂର୍ବରୁ ଭାଗିଦରି ୯୦-୧୦ ଥିଲା । ଭାଗିଦାରିକୁ କାଟି ୬୦-୪୦ କରାଗଲା ଏହାରି ଉପରେ ବିଜେପି ଦଳ ବିତର୍କ କରୁ ।

 

ବିଜେପି ଦଳ ହିତାଧିକାରୀ ଚୟନରେ ଅନିୟମିତତା ହୋଇଥିବା ଦିଘ୍ର ୨୦ ବର୍ଷ ହେଲା ଅଭିଯୋଗ କରିଆସୁଛି , ବିଜେପି ଯେଉଁ ତାଲିକାକୁ ବିରୋଧ କରୁଥିଲା ତାକୁ କିପରି ଅନୁମୋଦ କଲା ତାର ଉତ୍ତର ବିଜେପି ଦଳ ନିକଟରେ ଅଛିକି ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.