Home କୋରାପୁଟ ଆଜୀବନ କଏଦୀଙ୍କ ମୃତ୍ୟୁ

ଆଜୀବନ କଏଦୀଙ୍କ ମୃତ୍ୟୁ

79

କୋରାପୁଟ; ତା୨୩-୧୧-୧୮(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ମଣ୍ଡଳ କାରାଗାରରେ ଆଜୀବନ କଏଦୀ ଭାବେ ଥିବା ଜଣେ ଅନ୍ତେବାସୀଙ୍କର ମୃତୟୁ ହୋଇଛି । ମୃତ କଏଦୀ ଜଣକ ମାଲାକାନଗିରିର ରାମ ହନ୍ତାଳ । ମୃତ ରାମ ହନ୍ତାଳ ୨୦୦୪ରୁ ଏକ ହତ୍ୟା ଅଭିଯୋଗରେ ଦୋଷି ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଥିଲେ । ଶାରୀରିକ ଅସୁସ୍ଥାରୁ ମୃତ ରାମ ହନ୍ତାଳକୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିସôା ପାଇଁ ଭର୍ତି କରା ଯାଇଥିଲା । ଚିକିସôାଧୀନ ଅବସ୍ଥାରେ ଗୁରୁବାର ଅପରାନ୍ନରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.