Home Top News ଆଜି ମଧ୍ୟ ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କେଉଁ ସହରରେ କେତେ ଦର

ଆଜି ମଧ୍ୟ ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କେଉଁ ସହରରେ କେତେ ଦର

72

ନୂଆ ଦିଲ୍ଲୀ ୨୯-୩ (ଓଡ଼ିଆ ପୁଅ) ମଙ୍ଗଳବାର ଦିନ ପେଟ୍ରୋଲ ମୂଲ୍ୟ ୮୦ ରୁ ୮୫ ପଇସା ପ୍ରତି ଲିଟର ଏବଂ ଡିଜେଲ ଦରରେ ୭୦ ରୁ ୭୫ ପଇସା ପ୍ରତି ଲିଟର ବୃଦ୍ଧି ପାଇଛି। ଗତ ଏକ ସପ୍ତାହରେ ଦରରେ ଲିଟର ପିଛା ପ୍ରାୟ ୪ ଟଙ୍କାରୁ ଉର୍ଦ୍ଧ୍ୱ ବୃଦ୍ଧି ହୋଇଛି।

ବିଜ୍ଞପ୍ତି ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲ ଦର ବର୍ତ୍ତମାନ ଲିଟର ପିଛା ୧୦୦.୨୧ ଟଙ୍କା ହୋଇଛି ଯାହା ଗତକାଲି ୯୯.୪୧ ଟଙ୍କା ପ୍ରତି ଲିଟର ଥିଲା। ଆଜି ୮୦ ପଇସା ପ୍ରତି ଲିଟର ବୃଦ୍ଧି ପାଇଛି।

ସେହିପରି ମୁମ୍ବାଇରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯଥାକ୍ରମେ ୮୫ ପଇସା ଏବଂ ୭୫ ପଇସା ବୃଦ୍ଧି ପାଇଛି। ବର୍ତ୍ତମାନ, ଆର୍ଥିକ ରାଜଧାନୀରେ ପେଟ୍ରୋଲ ଦର ୧୧୫.୦୪ ଟଙ୍କା ଏବଂ ଡିଜେଲ ଦର ୯୯.୨୫ ଟଙ୍କା ହୋଇଛି।

ଚେନ୍ନାଇରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ସଂଶୋଧିତ ଦରରେ ଯଥାକ୍ରମେ ୭୬ ଏବଂ ୬୭ ପଇସା ପ୍ରତି ଲିଟରରେ ବୃଦ୍ଧି ପାଇଛି। ନୂଆ ଦର ଯଥାକ୍ରମେ ୧୦୫ ଟଙ୍କା ୯୪ ପଇସା ଏବଂ ୯୬ ଟଙ୍କାକୁ ବୃଦ୍ଧି ପାଇଛି କଲିକତାରେ ମଧ୍ୟ ପେଟ୍ରୋଲର ମୂଲ୍ୟ ପେଟ୍ରୋଲ ଦରରେ ୮୩ ପଇସା ବୃଦ୍ଧି ହେବା ପରେ ନୂଆ ମୂଲ୍ୟ ୧୦୯.୬୮ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ଦରରେ ୭୦ ପଇସା ବୃଦ୍ଧି ପାଇ ୯୪.୬୨ ଟଙ୍କା ପ୍ରତି ଲିଟର ହୋଇଛି।

ଅପର ପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲର ନୂଆ ଦର ପେଟ୍ରୋଲ ଦର ୮୫ ପଇସା ବୃଦ୍ଧି ପାଇ ୧୦୬.୯୩ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ଦର ୭୪ ପଇସା ବୃଦ୍ଧି ପାଇ ୯୬.୭୨ ଟଙ୍କା ପ୍ରତି ଲିଟରରେ ପହଁଚିଛି।

ଦେଖନ୍ତୁ ବିଭିନ୍ନ ସହରରେ ପେଟ୍ରୋଲ ଏବଂ ଡିଜେଲର ଦର

ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୧୦୦.୨୧ ୯୯.୪୧ ୦.୮
କୋଲକାତା ୧୦୯.୬୮ ୧୦୮.୮୫ ୦.୮୩
ମୁମ୍ବାଇ ୧୧୫.୦୪ ୧୧୪.୧୯ ୦.୮୫
ଚେନ୍ନାଇ ୧୦୫.୯୪ ୧୦୫.୧୮ ୦.୭୬
ଗୁରୁଗାଓଁ ୧୦୦.୫୮ ୯୯.୭୯ ୦.୭୯
ନୋଏଡା ୧୦୦.୨୪ ୯୯.୨୨ ୧.୦୨
ବାଙ୍ଗାଲୋର ୧୦୫.୬୨ ୧୦୪.୭୮ ୦.୮୪
ଭୁବନେଶ୍ୱର ୧୦୬.୮୩ ୧୦୫.୯୭ ୦.୮୬
ଚଣ୍ଡିଗଡ଼ ୯୯.୬୩ ୯୮.୮୫ ୦.୭୮
ହାଇଦ୍ରାବାଦ ୧୧୩.୬୧ ୧୧୨.୭୧ ୦.୯
ଜୟପୁର ୧୧୧.୯୨ ୧୧୧.୦୪ ୦.୮୮
ଲକ୍ଷ୍ନୌ ୧୦୦.୦୬ ୯୯.୨୬ ୦.୮
ପାଟନା ୧୧୦.୮୫ ୧୧୦.୦୩ ୦.୮୨
ତ୍ରୀଭେନ୍ଦ୍ରମ୍ ୧୧୧.୨୨ ୧୧୦.୬୫ ୦.୫୭
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୧.୪୭ ୯୦.୭୭ ୦.୭
କୋଲକାତା ୯୪.୬୨ ୯୩.୯୨ ୦.୭
ମୁମ୍ବାଇ ୯୯.୨୫ ୯୮.୫ ୦.୭୫
ଚେନ୍ନାଇ ୯୬ ୯୫.୩୩ ୦.୬୭
ଗୁରୁଗାଓଁ ୯୧.୮୨ ୯୧.୧୨ ୦.୭
ନୋଏଡା ୯୧.୭୮ ୯୦.୮୬ ୦.୯୨
ବାଙ୍ଗାଲୋର ୮୯.୭ ୮୯.୦୨ ୦.୬୮
ଭୁବନେଶ୍ୱର ୯୬.୬୨ ୯୫.୮୮ ୦.୭୪
ଚଣ୍ଡିଗଡ଼ ୮୫.୯୯ ୮୫.୩୪ ୦.୬୫
ହାଇଦ୍ରାବାଦ ୯୯.୮୪ ୯୯.୦୭ ୦.୭୭
ଜୟପୁର ୯୫.୨୫ ୯୪.୫୩ ୦.୭୨
ଲକ୍ଷ୍ନୌ ୯୧.୬୨ ୯୦.୯୨ ୦.୭
ପାଟନା ୯୫.୮୮ ୯୫.୧୮ ୦.୭
ତ୍ରୀଭେନ୍ଦ୍ରମ୍ ୯୮.୧୮ ୯୭.୭୪ ୦.୪୪

ସେହିପରି ଓଡ଼ିଶାର ବିଭିନ୍ନ ସହର ତଥା ଜିଲ୍ଲାରେ ପେଟ୍ରୋଲ ଦର

ସହର/ଜିଲ୍ଲାର ନାମ ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୮.୬୪ ୧୦୭.୭୮ ୦.୮୬
ବାଲେଶ୍ୱର ୧୦୬.୯୮ ୧୦୬.୧୨ ୦.୮୬
ବରଗଡ ୧୦୭.୮ ୧୦୭.୦୪ ୦.୭୬
ଭଦ୍ରକ ୧୦୭.୪୭ ୧୦୬.୬୧ ୦.୮୬
ଭୁବନେଶ୍ୱର ୧୦୬.୮୩ ୧୦୫.୯୭ ୦.୮୬
ବଲାଙ୍ଗୀର ୧୦୯.୪୨ ୧୦୮.୫୬ ୦.୮୬
ବୌଦ୍ଧ ୧୦୮.୯୨ ୧୦୮.୦୭ ୦.୮୫
କଟକ ୧୦୭.୦୨ ୧୦୬.୧୬ ୦.୮୬
ଦେବଗଡ଼ ୧୦୮.୦୯ ୧୦୭.୨୩ ୦.୮୬
ଢେଙ୍କାନାଳ ୧୦୭.୭୩ ୧୦୬.୮୭ ୦.୮୬
ଗଜପତି ୧୦୯.୪ ୧୦୮.୫୪ ୦.୮୬
ଗଞ୍ଜାମ ୧୦୭.୫୧ ୧୦୬.୬୫ ୦.୮୬
ଜଗତସିଂହପୁର ୧୦୬.୯ ୧୦୬.୦୪ ୦.୮୬
ଯାଜପୁର ୧୦୭.୪୪ ୧୦୬.୫୮ ୦.୮୬
ଝାରସୁଗୁଡ଼ା ୧୦୬.୯୫ ୧୦୬.୧ ୦.୮୫
କଳାହାଣ୍ଡି ୧୦୯.୮୮ ୧୦୯.୦୩ ୦.୮୫
କନ୍ଧମାଳ ୧୦୮.୬୨ ୧୦୭.୭୭ ୦.୮୫
କେନ୍ଦ୍ରାପଡା ୧୦୬.୮୫ ୧୦୫.୯୯ ୦.୮୬
କେନ୍ଦୁଝର ୧୦୯.୩୫ ୧୦୮.୪୯ ୦.୮୬
ଖୋର୍ଦ୍ଧା ୧୦୬.୮୩ ୧୦୫.୯୭ ୦.୮୬
କୋରାପୁଟ ୧୧୧.୫୩ ୧୧୦.୬୮ ୦.୮୫
ମାଲକାନଗିରି ୧୧୨.୫ ୧୧୧.୬୪ ୦.୮୬
ମୟୁରଭଞ୍ଜ ୧୦୭.୭୯ ୧୦୬.୯୩ ୦.୮୬
ନବରଙ୍ଗପୁର ୧୧୧.୮୮ ୧୧୧.୦୨ ୦.୮୬
ନୟାଗଡ଼ ୧୦୭.୨୨ ୧୦୬.୩୬ ୦.୮୬
ନୂଆପଡ଼ା ୧୦୯.୬୮ ୧୦୮.୮୩ ୦.୮୫
ପୁରୀ ୧୦୭.୨୧ ୧୦୬.୩୬ ୦.୮୫
ରାୟଗଡ଼ା ୧୧୦.୭୫ ୧୦୯.୯ ୦.୮୫
ସମ୍ବଲପୁର ୧୦୬.୯୭ ୧୦୬.୧୨ ୦.୮୫
ସୋନପୁର ୧୦୮.୪୩ ୧୦୭.୫୭ ୦.୮୬
ସୁନ୍ଦରଗଡ ୧୦୭.୦୧ ୧୦୬.୧୫ ୦.୮୬

ସେହିପରି ଓଡ଼ିଶାର ବିଭିନ୍ନ ସହର ତଥା ଜିଲ୍ଲାରେ ଡିଜେଲର ଦର

ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୯୮.୩୭ ୯୭.୬୨ ୦.୭୫
ବାଲେଶ୍ୱର ୯୬.୭୮ ୯୬.୦୪ ୦.୭୪
ବରଗଡ ୯୭.୫୮ ୯୬.୯୩ ୦.୬୫
ଭଦ୍ରକ ୯୭.୨୬ ୯୬.୫୧ ୦.୭୫
ଭୁବନେଶ୍ୱର ୯୬.୬୨ ୯୫.୮୮ ୦.୭୪
ବଲାଙ୍ଗୀର ୯୯.୧୪ ୯୮.୩୯ ୦.୭୫
ବୌଦ୍ଧ ୯୮.୬୪ ୯୭.୯ ୦.୭୪
କଟକ ୯୬.୮ ୯୬.୦୬ ୦.୭୪
ଦେବଗଡ଼ ୯୭.୮୬ ୯୭.୧୧ ୦.୭୫
ଢେଙ୍କାନାଳ ୯୭.୪୯ ୯୬.୭୪ ୦.୭୫
ଗଜପତି ୯୯.୧ ୯୮.୩୫ ୦.୭୫
ଗଞ୍ଜାମ ୯୭.୨୮ ୯୬.୫୪ ୦.୭୪
ଜଗତସିଂହପୁର ୯୬.୬୭ ୯୫.୯୩ ୦.୭୪
ଯାଜପୁର ୯୭.୧୯ ୯୬.୪୫ ୦.୭୪
ଝାରସୁଗୁଡ଼ା ୯୬.୭୬ ୯୬.୦୨ ୦.୭୪
କଳାହାଣ୍ଡି ୯୯.୫୯ ୯୮.୮୪ ୦.୭୫
କନ୍ଧମାଳ ୯୮.୩୫ ୯୭.୬୧ ୦.୭୪
କେନ୍ଦ୍ରାପଡା ୯୬.୬୨ ୯୫.୮୮ ୦.୭୪
କେନ୍ଦୁଝର ୯୯.୦୩ ୯୮.୨୮ ୦.୭୫
ଖୋର୍ଦ୍ଧା ୯୬.୬୨ ୯୫.୮୮ ୦.୭୪
କୋରାପୁଟ ୧୦୧.୧୭ ୧୦୦.୪୩ ୦.୭୪
ମାଲକାନଗିରି ୧୦୨.୧ ୧୦୧.୩୬ ୦.୭୪
ମୟୁରଭଞ୍ଜ ୯୭.୫୬ ୯୬.୮୨ ୦.୭୪
ନବରଙ୍ଗପୁର ୧୦୧.୫ ୧୦୦.୭୬ ୦.୭୪
ନୟାଗଡ଼ ୯୭ ୯୬.୨୫ ୦.୭୫
ନୂଆପଡ଼ା ୯୯.୩୯ ୯୮.୬୫ ୦.୭୪
ପୁରୀ ୯୬.୯୯ ୯୬.୨୫ ୦.୭୪
ରାୟଗଡ଼ା ୧୦୦.୪ ୯୯.୬୬ ୦.୭୪
ସମ୍ବଲପୁର ୯୬.୭୮ ୯୬.୦୪ ୦.୭୪
ସୋନପୁର ୯୮.୧୮ ୯୭.୪୪ ୦.୭୪
ସୁନ୍ଦରଗଡ ୯୬.୮୨ ୯୬.୦୮ ୦.୭୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.