Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣି ପୀଠରେ ଶ୍ୟାମାକାଳୀ ପୂଜା

ଆଖଣ୍ଡଳମଣି ପୀଠରେ ଶ୍ୟାମାକାଳୀ ପୂଜା

0

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଦୀପାବଳି ଉତ୍ସବ ଠାରୁ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ମା ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହେଉଅଛି। ଏହି ଅବସରରେ ରୀତିନୀତି ଅନୁଯାୟୀ ଉପସ୍ଥାପନ, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ଚଣ୍ଡିପାଠ ସହ ହୋମଯଜ୍ଞ ସମ୍ପନ୍ନ ହେଉଛି। ସେହିପରି ପୀଠର ମହାପାତ୍ର ସାହିରେ ମା କାଳୀଙ୍କୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ କୁସୁମାଣ୍ଡ ବଳୀ ଓ ଆମିଷ ଭୋଗ ଲାଗି କରାଯାଉଛି। ଏହି ପୂଜା ୫ଦିନ ଧରି ଅନୁଷ୍ଠିତ ହେବ ବୋଲି ଆୟୋଜକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.