Home ଓଡ଼ିଶା ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

388

ବୌଦ୍ଧ,୨୧ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲା କରଡ଼ି ନିବାସି ବିଶିଷ୍ଟ ସମାଜସେବୀ ମାତାଦିନଲାଲ୍ ଅଗ୍ରୱାଲା ଓ ତାଙ୍କ ଧର୍ମପତ୍ନୀ ଗୋଦାବରୀ ଅଗ୍ରୱାଲାଙ୍କ ପକ୍ଷରୁ ଜିଲାର ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି ।  ଜିଲାର ହରଭଙ୍ଗା ବ୍ଳକର ପୁରୁଣାକଟକ , ତିଲେଶ୍ୱର ଓ ପିତାମ୍ବରପୁର ଗ୍ରାମପଞ୍ଚାୟର ୧୮ ଗୋଟି ଗ୍ରାମର ୨୦୦ ବୃଦ୍ଧା ବୃଦ୍ଧଙ୍କୁ କମ୍ବଳ ବଣ୍ଟନ କରାଯାଇଛି  ା ପୁରୁଣାକଟକ ଶିଶୁ ମନ୍ଦିର ପ୍ରାଙ୍ଗଣରେ  ସମାଜସେବୀ ରାଧେଶ୍ୟାମ ଅଗ୍ରୱାଲାଙ୍କ ତତ୍ୱାବଧାନରେ ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ଅତିଥି ଭାବରେ ଗିରିଶ ପଟ୍ଟନାୟକ, ଶଶାଙ୍କ ପ୍ରଧାନ, ମୃତ୍ୟୁଞୟ ପଣ୍ଡା ଓ ଜିଲାପରିଷଦ ଉପାଧକ୍ଷ୍ୟ ଅକ୍ରୁର ସେଠୀ ଯୋଗଦେଇଥିବାବେଳେ  ସଜ୍ଜନ କୁମାର ଅଗ୍ରୱାଲା  ସହଯୋଗ କରିଥିଲେ । ଏହି ମହତ କାର୍ଯ୍ୟ ପାଇଁ ସାଧାରଣରେ ପ ୍ରସଂଶା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.