Home କୋରାପୁଟ ଅବକାରୀ ଚଢାଉ ଏବଂ ପୋଚ ଓ ମଦ ଜବତ

ଅବକାରୀ ଚଢାଉ ଏବଂ ପୋଚ ଓ ମଦ ଜବତ

70

କୋରାପୁଟ ୧୪-୦୪(ଓଡିଆ ପୁଅ /ରଂଜନ ଦାସ)ଦଶମନ୍ତପୁର ଥାନା ପୋଲିସ ଦ୍ୱାରା କିଟେସ ଗ୍ରାମରେ ଚଢାଉ କରି ୪୦ଲିଟର  ମହୁଲ ପୋଚ ଓ ୧୭ଲିଟର ଦେଶୀ ମଦ ଜବତ  କରା ଯାଇଥିବା କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ଗୁଣନିଧି ମଲ୍ଲିକ ସୂଚନା ଦେଇଛନ୍ତି । ସ୍ଥାନୀୟ ଅଂଚଳରେ ବହୁଳ ପରିମାଣରେ ଚୋରା ମଦ କାରବାର ହେଉଥିବା ସୂଚନା ପାଇ  ଦଶମନ୍ତପୁର ଥାନା ଅଧିକାରୀ ବିôଜୟ ରାଜ ମାଝିଙ୍କ  ନେତୃତ୍ୱରେ  ପୋଲିସ ଟିମ ଚଢାଉ କରିଥିଲା । କୌଣସି ସୂତ୍ରରୁ  ଜାଣିପାରି ଚୋରା ମଦ ପ୍ରସ୍ତୁତକାରୀ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ  । ପୋଲିସ ସେଠାରୁ ୪୦ ଲିଟର ମହୁଲ ପୋଚ ଓ ୧୭ଲିଟର ଦେଶୀ ମଦ  ଜବତ କରି ନଷ୍ଟ  କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.