Home ଓଡ଼ିଶା ଅନୁଷ୍କାଙ୍କୁ ଅପମାନ କରିବା ସ୍ୱପ୍ନରେ ଚିନ୍ତା କରି ପାରିବିନି: ଫାରୁକ୍

ଅନୁଷ୍କାଙ୍କୁ ଅପମାନ କରିବା ସ୍ୱପ୍ନରେ ଚିନ୍ତା କରି ପାରିବିନି: ଫାରୁକ୍

664

ନୂଆଦିଲ୍ଲୀ: ଅନୁଷ୍କାଙ୍କୁ ଅପମାନ କରିବା କଥା ସ୍ୱପ୍ନରେ ସୂଧା ଚିନ୍ତା କରିପାରିବିନି ବୋଲି କହିଛନ୍ତି ପୂର୍ବ କ୍ରିକେଟିୟର ଫାରୁକ୍ ଇଂଜିନିୟର।”ବିଶ୍ୱ କପ୍ କ୍ରିକେଟରେ ଚୟନକର୍ତ୍ତା ଅନୁଷ୍କା ଶର୍ମାଙ୍କୁ ଚା’ ପରଷୁଥିଲେ” ଦେଇଥିବା ମନ୍ତବ୍ୟ ଉପରେ ଫରୁକ୍ ଏପରି କହିଛନ୍ତି।ଏପରି ମୁଁ ମଜାରେ କହି ଦେଇଥିଲି।ଅଯଥାଟାରେ ତିଳକୁ ତାଳ କରାଯାଉଛି ବୋଲି କହିଛନ୍ତି ଫରୁକ୍।ଏଥିପାଇଁ ସେ ଅନୁଷ୍କାଙ୍କୁ କ୍ଷମା ମାଗିବା ସହ ଅନୁଷ୍କା ଜଣେ ଚମତ୍କାର ବ୍ୟକ୍ତିତ୍ୱ।ତାଙ୍କୁ ଅପମାନ କରିବା କଥା ସ୍ୱପ୍ନରେ ସୂଧା ଚିନ୍ତା କରି ପାରିବିନି ବୋଲି କହିଛନ୍ତି ପୂର୍ବ କ୍ରିକେଟିୟର ଫାରୁକ୍ ଇଂଜିନିୟର।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.