Home ଓଡ଼ିଶା ୫ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କଲେ ନୟାଗଡ଼ ଏସପି

୫ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କଲେ ନୟାଗଡ଼ ଏସପି

774

ନୟାଗଡ,୧୧ /୦୮(ଓଡ଼ିଆ ପୁଅ /ପଙ୍କଜି ନାୟକ): କର୍ତ୍ତବ୍ୟରେ ଅବହେଳା କାରଣରୁ ନୟାଗଡ ଜିଲ୍ଲାର ୫ ପୋଲିସ କର୍ମଚାରୀଙ୍କୁ ଆଜି  ନିଲମ୍ବିତ କରାଯାଇଛି । ସେମାନଙ୍କ ମଧ୍ୟରେ ୪ କନେଷ୍ଟବଳ ଥିବା ବେଳେ ଜଣେ ହାବିଲଦାର ଅଛନ୍ତି ।

ତେବେ ଏହି ୫ ପୋଲିସ କର୍ମଚାରୀଙ୍କୁ ଏସପି ନିଲମ୍ବନ କରିଛନ୍ତି । ପୋଲିସ ହେପାଜତରୁ କଏଦୀ ଚମ୍ପଟ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ପରେ ଏପରି ପଦକ୍ଷେପ ଗ୍ରହଣ କରିଥିଲେ ଏସପି । ତେବେ କୋର୍ଟରେ ହାଜର ବେଳେ ପୋଲିସ କବଳରୁ ଚମ୍ପଟ ମାରିଥିଲା କଏଦୀ ତପନ ରାଉତ । ପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏସପି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.