Home ଓଡ଼ିଶା ହୀରାକୁଦରେ ବଢୁଛି ଜଳସ୍ତର

ହୀରାକୁଦରେ ବଢୁଛି ଜଳସ୍ତର

99

ହୀରାକୁଦ,୦୯/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ହୀରାକୁଦ ଜଲଭଣ୍ଡାରରେ ବଢିବାରେ ଲାଗିଛି ଜଳସ୍ତର। ବର୍ତ୍ତମାନ ଜଳସ୍ତର ରହିଛି ୬୦୭.୯୭ ଫୁଟ। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୧ଲକ୍ଷ ୯ହଜାର ୬୮୫ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୬ହଜାର ଘନଫୁଟ ଜଳ।

ଗତକାଲି ଉପରମୁଣ୍ଡରେ ୮୬.୩୭ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଉପର ମୁଣ୍ଡର ଅଧିକ ବର୍ଷା ହେଲେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଡ୍ୟାମ୍‌ କର୍ତ୍ତୁପକ୍ଷ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.