Home ଓଡ଼ିଶା ପ୍ରକାଶ ପାଇଲା ନୂଆ କୃଷି ନୀତିର ଚିଠା ତାଲିକା

ପ୍ରକାଶ ପାଇଲା ନୂଆ କୃଷି ନୀତିର ଚିଠା ତାଲିକା

385

ଭୁବନେଶ୍ଵର,୦୯/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଆଜି ପ୍ରକାଶ ପାଇଛି ନୂଆ କୃଷି ନୀତିର ଚିଠା ତାଲିକା, ଯେଉଁଥିରେ କାଳିଆ ଯୋଜନା ଓ ଚାଷୀଙ୍କ ଆୟ ବୃଦ୍ଧି ଉପରେ ଫୋକସ୍ କରାଯାଇଛି ।

ଏହା ସହ ଏଥିରେ ଜଳସେଚନ ସମେତ ଉଦ୍ୟାନ କୃଷି ଓ ପଶୁପାଳନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ତେବେ ଆଗାମୀ ୫ ବର୍ଷ ଯାଏଁ ‘କାଳିଆ’ ଯୋଜନା ଚାଲୁ ରଖିବାକୁ ଚିଠାରେ ପ୍ରସ୍ତାବ ଦିଆଯାଇଛି । ପ୍ରାୟ ୧୭ ଜିଲ୍ଲାରେ ଚାଷୀଙ୍କ ଆୟ କମ୍ ଥିବା ରିପୋର୍ଟରେ ଉଲ୍ଲେଖ ରହିଥିବା ବେଳେ କାଳିଆ ଯୋଜନାରେ ସଫଳତା ପାଇଥିବା ଚାଷୀ ପୁରସ୍କୃତ ହେବେ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.