ad
ଓଡ଼ିଶା

ସୂର୍ଯ୍ୟନାରାୟଣ ପାତ୍ର ହେବେ ବିଧାନସଭାର ବାଚସ୍ପତି

ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) ଦିଗପହଣ୍ଡି ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ହେବେ ବିଧାନସଭାର ବାଚସ୍ପତି। ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୂର୍ଯ୍ୟଙ୍କୁ ଫୋନ ଯୋଗେ ସୂଚନା ଦେଇଥିବା ଜଣାପଡ଼ିଛି। ଦିଗପହଣ୍ଡିରୁ ୭ ଥର ବିଧାୟକ ରହିଥିବା ସୂର୍ଯ୍ୟ ନାରାୟଣ ପାତ୍ର ନବୀନଙ୍କ ଚତୁର୍ଥ ପାଳିରେ ସମବାୟ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top