Home ଜିଲ୍ଲା ପରିକ୍ରମା ସିନାପାଲିରେ ମଧୁବାବୁ ପେନସନ ଭତ୍ତା ବଣ୍ଟନ

ସିନାପାଲିରେ ମଧୁବାବୁ ପେନସନ ଭତ୍ତା ବଣ୍ଟନ

337

ନୂଆପଡ଼ା/ସିନାପାଲି-୧୮-୬-୧୯(ଓଡ଼ିଆପୁଅ/ହେରାମ୍ବ ମେହେର)ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଳକ କାର୍ଯ୍ୟାଳୟର ସଭାଗୃହରେ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତାରେ ସର୍ବମୋଟ ୮୩୮ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଅଧିରାଜ ମୋହନ ପାଣିଗ୍ରାହୀ ବିଧାୟକ ଖଡ଼ିଆଳ, ଶ୍ରୀଯୁକ୍ତ ଗିରିରାଜ ମାଝି ଜିଲ୍ଲା ପରିଷଦ ସଭ୍ୟ, ଶ୍ରୀମତୀ ତପସ୍ୱିନୀ ମାଝୀ ସିନାପାଲି ବ୍ଲକ ଅଧକ୍ଷ୍ୟା, ସ୍ଥାନୀୟ ବିଡ଼ିଓ ଶ୍ରୀଯୁକ୍ତ ସୁରେନ୍ଦ୍ର ମେହେର, ଏସ ଇ ଓ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ବିଶିଙ୍କ ସମେତ ବିଭିନ୍ନ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀ ବିଧାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.