Home ଓଡ଼ିଶା ସାପ ନେଲା ମହିଳାଙ୍କ ଜୀବନ

ସାପ ନେଲା ମହିଳାଙ୍କ ଜୀବନ

409

ସାନଖେମୁଣ୍ଡି,୧୬/୯,(ଓଡ଼ିଆ ପୁଅ ପି ନାଏକ): ସାପ ନେଲା ମହିଳାଙ୍କ ଜୀବନ ।  ଗଂଜାମ ଶେରଗଡ ଗୋବିନ୍ଦପୁର ଗାଁରେ ସାପ କାମୁଡିବା ଫଳରେ ମହିଳାଙ୍କ ମୃତ ହୋଇଛି । ତେବେ ସୂଚନା ଅନୁସାରେ, ବିଲରୁ ଘରକୁ ଫେରୁଥିବା ବେଳେ ସାପ କାମୁଡ଼ାରେ ମଞ୍ଜୁଳା ସେଠୀ (୩୮)ଙ୍କ ମୃତ୍ୟୁ। ଏହା ଦେଖି ଗ୍ରାମବାସୀ ସଂଗେ ସଂଗେ ହିଂଜିଳି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.