Home ଜିଲ୍ଲା ପରିକ୍ରମା ଶିଶୁ ବିକାଶ ନାଁକୁ ମାତ୍ର

ଶିଶୁ ବିକାଶ ନାଁକୁ ମାତ୍ର

145

ସିନାପାଲି-୩୦-୭-୧୯ (ଓଡ଼ିଆ ପୁଅ-ହେରାମ୍ବ ମେହେର) ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ ବୋଲି ସରକାର ସମନ୍ବିତ ଶିଶୁ ବିକାଶ ଯୋଜନାରେ ଶିଶୁର ଭବିଷ୍ୟତ ଉଜ୍ଜ୍ବଳ ରହି ଭଲ ମଣିଷଟିଏ ହେବାପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚକରି ଯୋଜନାମାନ କରୁଛନ୍ତି।ହେଲେ ଶିଶୁକୁ ଭଲ ମଣିଷ କରିବା ପାଇଁ ମଣିଷ ତିଆରି କାରଖାନାର ଅଭାବ ରହିଥିବା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଦରଲିପଡା ଗାଁରେ। ଏଠାରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଜଙ୍ଗଲ ଜଗୁଆଳି (Forest guard)ଙ୍କ ବାସଗୃହରେ ଶିଶୁଙ୍କ ପାଠପଢ଼ା ଚାଲିଥିବାରୁ ସ୍ଥାନୀୟ ଜନସାଧାରଣ ଶିଶୁମାନଙ୍କୁ ଅସୁରକ୍ଷିତ ମଣୁଥିବା ସହିତ ସରକାର ଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିବା ସହିତ ଅଙ୍ଗନବାଡି କେନ୍ଦ୍ରର ନୂତନ ଗୃହ ନିର୍ମାଣ କରିବା ପାଇଁ ଦାବି କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.