ad
ଜିଲ୍ଲା ପରିକ୍ରମା

ଲଘୁଚାପ ଜନିତ ଲଗାଣ ବର୍ଷାରେ ଘର ଭାଙ୍ଗିଗଲା

ଭଦ୍ରକ, ୫-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଘୁଚାପ ଜନିତ ଲଗାଣ ବର୍ଷା ଲୋକମାନଙ୍କୁ ଅସ୍ତବ୍ୟସ୍ତ କରି ସାରିଲାଣି। ଏହି ଲଗାଣ ବର୍ଷାରେ କେଉଁଠି ଘର ଭାଙ୍ଗି ଯାଇଛି ତ ପୁଣି ଅନ୍ୟ କେଉଁଠି ଘରେ ପାଣି ପଶିଗଲାଣି। ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଏହି ଜିଲାର ବାସୁଦେବପୁର ବ୍ଲକ୍ ଖରିଦା ବିନାୟକପୁର ପଂଚାୟତରେ। ଏହି ପଂଚାୟତରେ ନଳପଦି ଗ୍ରାମର ଦୁଇଟି ପରିବାର ଘର ଲଘୁଚାପ ଜନିତ ବର୍ଷାରେ ଭାଙ୍ଗିଯାଇଛି। ସରକାରୀ ସହାୟତା ଦୂରର କଥା ଏହି ବିପନ୍ନ ପରିବାର ପାଖରେ ପ୍ରାଥମିକ ସାହାଯ୍ୟ ପଲିଥିନ ଓ ଶୁଖିଲା ଖାଦ୍ୟ ପହଞ୍ଚି ପାରିନାହିଁ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top