Home ଜିଲ୍ଲା ପରିକ୍ରମା ଲଘୁଚାପ ଜନିତ ଲଗାଣ ବର୍ଷାରେ ଘର ଭାଙ୍ଗିଗଲା

ଲଘୁଚାପ ଜନିତ ଲଗାଣ ବର୍ଷାରେ ଘର ଭାଙ୍ଗିଗଲା

131

ଭଦ୍ରକ, ୫-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଘୁଚାପ ଜନିତ ଲଗାଣ ବର୍ଷା ଲୋକମାନଙ୍କୁ ଅସ୍ତବ୍ୟସ୍ତ କରି ସାରିଲାଣି। ଏହି ଲଗାଣ ବର୍ଷାରେ କେଉଁଠି ଘର ଭାଙ୍ଗି ଯାଇଛି ତ ପୁଣି ଅନ୍ୟ କେଉଁଠି ଘରେ ପାଣି ପଶିଗଲାଣି। ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଏହି ଜିଲାର ବାସୁଦେବପୁର ବ୍ଲକ୍ ଖରିଦା ବିନାୟକପୁର ପଂଚାୟତରେ। ଏହି ପଂଚାୟତରେ ନଳପଦି ଗ୍ରାମର ଦୁଇଟି ପରିବାର ଘର ଲଘୁଚାପ ଜନିତ ବର୍ଷାରେ ଭାଙ୍ଗିଯାଇଛି। ସରକାରୀ ସହାୟତା ଦୂରର କଥା ଏହି ବିପନ୍ନ ପରିବାର ପାଖରେ ପ୍ରାଥମିକ ସାହାଯ୍ୟ ପଲିଥିନ ଓ ଶୁଖିଲା ଖାଦ୍ୟ ପହଞ୍ଚି ପାରିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.