Home Top News ରାଜ୍ୟରେ ଆଜି ୭,୪୨୬ କରୋନା ଆକ୍ରାନ୍ତ ଚିହ୍ନଟ, କରୋନା ନେଲା ୧୦ ଜୀବନ

ରାଜ୍ୟରେ ଆଜି ୭,୪୨୬ କରୋନା ଆକ୍ରାନ୍ତ ଚିହ୍ନଟ, କରୋନା ନେଲା ୧୦ ଜୀବନ

53

ଭୁବନେଶ୍ୱର ୨୬ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ପୁଣି ୭,୪୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଜି କରୋନା ନେଲା ୧୦ ଜୀବନ। ମୋଟ ମୃତକଙ୍କ ସଂଖ୍ୟା ୮୫୪୨ କୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତ: ୭୪୨୬
୦-୧୮ ବର୍ଷର : ୮୬୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୩୦୬
– ସ୍ଥାନୀୟ ଅଞ୍ଚଳରୁ୩୧୨୦
୧- ଅନୁଗୁଳ ଜିଲ୍ଲାରୁ – ୧୦୯
୨- ବାଲେଶ୍ୱର ଜିଲ୍ଲାରୁ – ୪୯୬
୩- ବରଗଡ଼ ଜିଲ୍ଲାରୁ – ୧୩୪
୪- ଭଦ୍ରକ ଜିଲ୍ଲାରୁ – ୧୦୦
୫- ବଲାଙ୍ଗୀର ଜିଲ୍ଲାରୁ – ୨୦୭
୬- ବୌଦ୍ଦ ଜିଲ୍ଲାରୁ – ୯୮
୭- କଟକ ଜିଲ୍ଲାରୁ – ୫୪୮
୮- ଦେବଗଡ଼ ଜିଲ୍ଲାରୁ – ୨୫
୯- ଢେଙ୍କାନାଳ ଜିଲ୍ଲାରୁ – ୩୭
୧୦- ଗଜପତି ଜିଲ୍ଲାରୁ – ୯୯
୧୧- ଗଞ୍ଜାମ ଜିଲ୍ଲାରୁ – ୩୪
୧୨- ଜଗତସିଂହପୁର ଜିଲ୍ଲାରୁ – ୧୨୯
୧୩- ଯାଜପୁର ଜିଲ୍ଲାରୁ – ୧୫୨
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୪୫
୧୫- କଳାହାଣ୍ଡି ଜିଲ୍ଲାରୁ – ୧୮୮
୧୬- କନ୍ଧମାଳ ଜିଲ୍ଲାରୁ – ୧୨୩
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮୪
୧୮- କେନ୍ଦୁଝର ଜିଲ୍ଲାରୁ – ୧୩୬
୧୯- ଖୋର୍ଦ୍ଧାରୁ : ୧୯୫୯
୨୦- କୋରାପୁଟ ଜିଲ୍ଲାରୁ – ୧୫୯
୨୧- ମାଲକାନଗିରି : ୬୭
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୬୬
୨୩- ନବରଙ୍ଗପୁର ଜିଲ୍ଲାରେ: ୧୧୭
୨୪- ନୟାଗଡ଼ ଜିଲ୍ଲାରୁ – ୨୪୫
୨୫- ନୂଆପଡ଼ା ଜିଲ୍ଲାରୁ – ୧୯୧
୨୬- ପୁରୀ ଜିଲ୍ଲାରୁ – ୧୦୬
୨୭- ରାୟଗଡ଼ା ଜିଲ୍ଲାରୁ – ୧୩୧
୨୮- ସମ୍ବଲପୁର ଜିଲ୍ଲାରୁ – ୧୬୦
୨୯- ସୋନପୁର ଜିଲ୍ଲାରୁ – ୨୧୨
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୭୭୮
୩୧- State Pool: ୩୯୧
– ନୂଆ ସୁସ୍ଥ ହୋଇଥିଲେ୧୦୨୪୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୭୩୧୮୯୧୫
– ମୋଟ ଆକ୍ରାନ୍ତ ୧୨୨୫୨୬୮
– ମୋଟ ସୁସ୍ଛ ହୋଲେଣି ୧୧୪୨୧୬୧
– ସକ୍ରୀୟ ଆକ୍ରାନ୍ତ – ୭୪୫୧୨

ରାଜ୍ୟରେ ଆଜି କରୋନା ନେଲା ୧୦ ଜୀବନ : ମୋଟ ମୃତକଙ୍କ ସଂଖ୍ୟା ୮୫୪୨ କୁ ବୃଦ୍ଧି ପାଇଛି।

୧. ଅନୁଗୁଳ ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ।

୨. ଭୁବନେଶ୍ୱରର ୬୮ ବର୍ଷ ବୟସ୍କ ପୁରୁଷ।

୩. ଭୁବନେଶ୍ୱରର ୫୯ ବର୍ଷ ବୟସ୍କ ପୁରୁଷ।

୪. ଭୁବନେଶ୍ୱରର ଜଣେ ୯୧ ବର୍ଷ ବୟସ୍କା ମହିଳା।

୫. କନ୍ଧମାଳ ଜିଲ୍ଲାର ଜଣେ ୬୯ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୬. ଖୋର୍ଦ୍ଧା ଜିଲ୍ଲାର ୫୬ ବର୍ଷ ବୟସ୍କା ମହିଳା ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୭. ସୁନ୍ଦରଗଡର ଜିଲ୍ଲାର ୩୫ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଯକ୍ଷ୍ମା ରୋଗରେ ପୀଡିତ ଥିଲେ।

୮. ସୁନ୍ଦରଗଡ ଜିଲ୍ଲାର ୪୮ ବର୍ଷ ବୟସ୍କା ମହିଳା।

୯. ସୁନ୍ଦରଗଡ ଜିଲ୍ଲାର ୩୫ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ ଲିଭର ରୋଗରେ ପୀଡିତ ଥିଲେ।

୧୦. ସୁନ୍ଦରଗଡ ଜିଲ୍ଲାର ୫୫ ବର୍ଷ ବୟସ୍କା ମହିଳା ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.