Home Coronavirus Outbreak ରାଜ୍ୟରେ ଆଜି ୧,୫୩୯ ନୂଆ ଆକ୍ରାନ୍ତ ଚିହ୍ନଟ, କରୋନା ନେଲା ୨୪ ଜୀବନ

ରାଜ୍ୟରେ ଆଜି ୧,୫୩୯ ନୂଆ ଆକ୍ରାନ୍ତ ଚିହ୍ନଟ, କରୋନା ନେଲା ୨୪ ଜୀବନ

72

ଭୁବନେଶ୍ୱର ୧୨ -୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧,୫୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଜି କରୋନା ନେଲା ୨୪ ଜୀବନ। ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮,୮୬୨ କୁ ବୃଦ୍ଧି ପାଇଛି।
ନୂଆ ଆକ୍ରାନ୍ତ: ୧୫୩୯
୦-୧୮ ବର୍ଷର : ୩୪୨
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୮୯୭
– ସ୍ଥାନୀୟ ଅଞ୍ଚଳରୁ୬୪୨
୧- ଅନୁଗୁଳ ଜିଲ୍ଲାରୁ – ୧୧୯
୨- ବାଲେଶ୍ୱର ଜିଲ୍ଲାରୁ – ୪୦
୩- ବରଗଡ଼ ଜିଲ୍ଲାରୁ – ୨୩
୪- ଭଦ୍ରକ ଜିଲ୍ଲାରୁ – ୨୫
୫- ବଲାଙ୍ଗୀର ଜିଲ୍ଲାରୁ – ୧୦
୬- ବୌଦ୍ଦ ଜିଲ୍ଲାରୁ – ୨୭
୭- କଟକ ଜିଲ୍ଲାରୁ – ୮୫
୮- ଦେବଗଡ଼ ଜିଲ୍ଲାରୁ – ୩୭
୯- ଢେଙ୍କାନାଳ ଜିଲ୍ଲାରୁ – ୧୧
୧୦- ଗଜପତି ଜିଲ୍ଲାରୁ – ୪୪
୧୧- ଗଞ୍ଜାମ ଜିଲ୍ଲାରୁ – ୫୫
୧୨- ଜଗତସିଂହପୁର ଜିଲ୍ଲାରୁ – ୩୫
୧୩- ଯାଜପୁର ଜିଲ୍ଲାରୁ – ୫୦
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୩
୧୫- କଳାହାଣ୍ଡି ଜିଲ୍ଲାରୁ – ୩୫
୧୬- କନ୍ଧମାଳ ଜିଲ୍ଲାରୁ – ୨୦
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩୮
୧୮- କେନ୍ଦୁଝର ଜିଲ୍ଲାରୁ – ୫୩
୧୯- ଖୋର୍ଦ୍ଧାରୁ : ୨୨୩
୨୦- କୋରାପୁଟ ଜିଲ୍ଲାରୁ – ୭୨
୨୧- ମାଲକାନଗିରି : ୧
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୫୩
୨୩- ନବରଙ୍ଗପୁର ଜିଲ୍ଲାରେ: ୩୨
୨୪- ନୟାଗଡ଼ ଜିଲ୍ଲାରୁ – ୩୬
୨୫- ନୂଆପଡ଼ା ଜିଲ୍ଲାରୁ – ୨୬
୨୬- ପୁରୀ ଜିଲ୍ଲାରୁ – ୩୩
୨୭- ରାୟଗଡ଼ା ଜିଲ୍ଲାରୁ – ୭୫
୨୮- ସମ୍ବଲପୁର ଜିଲ୍ଲାରୁ – ୬୫
୨୯- ସୋନପୁର ଜିଲ୍ଲାରୁ – ୧୭
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୨୪
୩୧- State Pool: ୫୨
– ନୂଆ ସୁସ୍ଥ ହୋଇଥିଲେ୨୪୮୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୮୩୫୫୯୩୭
– ମୋଟ ଆକ୍ରାନ୍ତ ୧୨୭୬୧୧୪
– ମୋଟ ସୁସ୍ଛ ହୋଲେଣି ୧୨୫୩୯୧୪
– ସକ୍ରୀୟ ଆକ୍ରାନ୍ତ – ୧୩୨୮୫

ରାଜ୍ୟରେ ଆଜି କରୋନା ନେଲା ୨୪ ଜୀବନ। ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮,୮୬୨ କୁ ବୃଦ୍ଧି ପାଇଛି। ତେବେ

୧. ଅନୁଗୁଳ ଜିଲ୍ଲାର ୭୩ ବର୍ଷ ବୟସ୍କ ପୁରୁଷ ଯିଏ କରୋନାରୀ ଧମନୀ ରୋଗ, ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡିତ ଥିଲେ।

୨. ବାଲେଶ୍ୱର ଜିଲ୍ଲାର ୫୫ ବର୍ଷ ବୟସ୍କ ପୁରୁଷ।

୩. ବାଲେଶ୍ୱର ଜିଲ୍ଲାର ୮୬ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୪. ବାଲେଶ୍ୱର ଜିଲ୍ଲାର ୭୨ ବର୍ଷ ବୟସ୍କ ପୁରୁଷ।

୫. ବାଲେଶ୍ୱର ଜିଲ୍ଲାର ୭୦ ବର୍ଷ ବୟସ୍କା ମହିଳା।

୬. ବାଲେଶ୍ୱର ଜିଲ୍ଲାର ୯୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୭. ବାଲେଶ୍ୱର ଜିଲ୍ଲାର ୪୯ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୮. ବରଗଡ ଜିଲ୍ଲାର ୪୦ ବର୍ଷ ବୟସ୍କା ମହିଳା ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୯. ଭଦ୍ରକ୍ ଜିଲ୍ଲାର ୮୫ ବର୍ଷ ବୟସ୍କ ପୁରୁଷ।

୧୦. ଭଦ୍ରକ ଜିଲ୍ଲାର ୨୧ ଦିନର ପୁତ୍ର ସନ୍ତାନ ଯିଏ କି ପ୍ରିମାଚ୍ୟୁରିଟି ଯାହାଙ୍କର କମ୍ ଜନ୍ମ ଓଜନ କମ ଥିଲା।

୧୧. ଭୁବନେଶ୍ୱରର ୭୭ ବର୍ଷ ବୟସ୍କ ପୁରୁଷ।

୧୨. ଭୁବନେଶ୍ୱରର ଜଣେ ୮୬ ବର୍ଷ ବୟସ୍କ ପୁରୁଷ ଯିଏ କରୋନାରୀ ଧମନୀ ରୋଗ, ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡିତ ଥିଲେ।

୧୩. ଭୁବନେଶ୍ୱରର ୭୨ ବର୍ଷ ବୟସ୍କ ପୁରୁଷ।

୧୪. ଭୁବନେଶ୍ୱରର ୭୭ ବର୍ଷ ବୟସ୍କ ପୁରୁଷ ଯିଏ କି ମଧୁମେହ ରୋଗ, କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୧୫. ଭୁବନେଶ୍ୱରର ଜଣେ ୮୦ ବର୍ଷ ବୟସ୍କ ପୁରୁଷ।

୧୬. ଭୁବନେଶ୍ୱରର ୭୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୭. ଯାଜପୁର ଜିଲ୍ଲାର ୩୫ ବର୍ଷ ବୟସ୍କା ମହିଳା।

୧୮. ଯାଜପୁର ଜିଲ୍ଲାର ଜଣେ ୭୮ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ, କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୧୯. ଯାଜପୁର ଜିଲ୍ଲାର ୩୩ ବର୍ଷ ବୟସ୍କ ପୁରୁଷ।

୨୦. ଖୋର୍ଦ୍ଧା ଜିଲ୍ଲାର ୭୪ ବର୍ଷ ବୟସ୍କ ପୁରୁଷ ଯିଏ କି କାରୋନାରୀ ଧମନୀ ରୋଗରେ ପୀଡିତ ଥିଲେ।

୨୧. ମୟୁରଭଞ୍ଜ ଜିଲ୍ଲାର ୫୩ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ, କରୋନାରୀ ଧମନୀ ରୋଗ, ମଧୁମେହ ରୋଗରେ ପୀଡିତ ଥିଲେ।

୨୨. ମୟୁରଭଞ୍ଜ ଜିଲ୍ଲାର ୬୦ ବର୍ଷ ବୟସ୍କା ମହିଳା।

୨୩. ନବରଙ୍ଗପୁର ଜିଲ୍ଲାର ୩୮ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨୪. ପୁରୀ ଜିଲ୍ଲାର ଜଣେ ୬୬ ବର୍ଷ ବୟସ୍କ ପୁରୁଷ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.