Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୫୦,୪୦୭ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୫୦,୪୦୭ ନୂଆ ଆକ୍ରାନ୍ତ ଚିହ୍ନଟ, ୮୦୪ ମୃତ

33

ନୂଆ ଦିଲ୍ଲୀ ୧୨-୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୫୦,୪୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୬,୧୦,୪୪୩ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୪୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୧୪,୬୮,୧୨୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୩୬,୯୬୨ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୩୭% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୫,୮୬,୫୪୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୮୭,୩୫୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୮୦୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୦୭,୯୮୧ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୪୩%

ଆରୋଗ୍ୟ ହୋଇଛନ୍ତି ୯୭.୩୭%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୨, ୨୯, ୪୭, ୬୮୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪୬, ୮୨, ୬୬୨

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୪, ୯୩, ୨୦, ୫୭୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୪, ୫୦, ୫୩୨

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୩୯ ୯୬୯୩ ୧୬ ୧୨୯
ଆନ୍ଧ୍ରପ୍ରଦେଶ ୩୨୪୧୩ ୨୨୬୪୦୩୨ ୯୬୩୨ ୧୪୬୮୮
ଅରୁଣାଚଳ ପ୍ରଦେଶ ୮୫୦ ୬୨୭୯୬ ୧୭୭ ୨୯୪
ଆସାମ ୫୨୬୩ ୭୧୧୩୮୫ ୭୬୬ ୬୫୯୬
ବିହାର ୧୪୨୧ ୮୧୪୯୧୭ ୪୭୪ ୧୨୨୪୬
ଚଣ୍ଡିଗଡ଼ ୭୨୮ ୮୯୩୩୨ ୧୮୦ ୧୧୪୯
ଛତିଶଗଡ ୮୪୬୪ ୧୧୨୨୪୮୮ ୨୩୬୯ ୧୩୯୮୮ ୧୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୨୮ ୧୧୩୮୫ ୧୧
ଦିଲ୍ଲୀ ୪୮୧୨ ୧୮୧୮୭୩୭ ୧୫୯୧ ୨୬୦୪୭ ୧୨
୧୦ ଗୋଆ ୨୮୦୪ ୨୩୭୩୧୨ ୫୯୫ ୩୭୬୮
୧୧ ଗୁଜୁରାଟ ୧୮୩୦୧ ୧୧୮୩୨୯୪ ୫୦୦୫ ୧୦୭୭୫ ୧୪
୧୨ ହରିୟାଣା ୭୦୩୯ ୯୫୪୦୦୦ ୨୦୨୫ ୧୦୪୭୨ ୧୦
୧୩ ହିମାଚଳ ପ୍ରଦେଶ ୪୧୩୨ ୨୭୧୪୮୯ ୭୦୨ ୪୦୭୬
୧୪ ଜାମ୍ମୁ କାଶ୍ମୀର ୭୪୨୪ ୪୩୭୭୦୮ ୧୬୨୬ ୪୭୪୧
୧୫ ଝାଡଖଣ୍ଡ ୧୯୬୮ ୪୨୫୬୭୨ ୩୨୬ ୫୩୧୪
୧୬ କର୍ଣ୍ଣାଟକ ୪୪୬୦୫ ୩୮୩୬୯୧୫ ୧୧୩୭୭ ୩୯୫୭୫ ୪୧
୧୭ କେରଳ ୨୦୬୧୮୦ ୬୧୧୩୨୫୭ ୪୩୦୮୭ ୬୧୬୨୬ ୪୯୨
୧୮ ଲଦାଖ ୫୮୩ ୨୬୫୩୦ ୧୪୭ ୨୨୬
୧୯ ଲକ୍ଷଦୀପ ୮୯ ୧୧୧୪୫ ୨୩ ୫୨
୨୦ ମଧ୍ୟପ୍ରଦେଶ ୨୬୧୭୯ ୯୮୪୫୦୦ ୫୯୯୫ ୧୦୬୮୨
୨୧ ମହାରାଷ୍ଟ୍ର ୬୪୮୬୫ ୭୬୨୬୮୬୮ ୧୪୬୩୫ ୧୪୩୩୫୫ ୬୩
୨୨ ମଣିପୁର ୨୩୪୫ ୧୩୧୨୧୬ ୧୫୮ ୨୦୭୭
୨୩ ମେଘାଳୟ ୯୨୮ ୯୦୩୬୦ ୧୭୨ ୧୫୫୯
୨୪ ମିଜୋରାମ ୧୨୬୨୩ ୧୮୧୯୩୧ ୧୮୮୩ ୬୩୫
୨୫ ନାଗାଲାଣ୍ଡ ୫୦୯ ୩୩୮୫୮ ୭୪ ୭୫୦
୨୬ ଓଡ଼ିଶା ୧୧୮୨୩ ୧୨୫୩୯୧୪ ୨୪୮୩ ୮୮୩୮ ୨୦
୨୭ ପୁଡୁଚେରୀ ୧୯୯୩ ୧୬୧୧୨୧ ୬୬୧ ୧୯୫୭
୨୮ ପଞ୍ଜାବ ୪୯୪୬ ୭୩୨୨୯୧ ୧୨୪୯ ୧୭୫୭୫ ୨୧
୨୯ ରାଜସ୍ଥାନ ୨୫୭୭୯ ୧୨୨୫୭୭୩ ୬୬୩୨ ୯୪୪୮
୩୦ ସିକ୍କିମ୍ ୪୯୯ ୩୭୯୬୦ ୭୦ ୪୩୭
୩୧ ତାମିଲନାଡୁ ୫୬୦୦୨ ୩୩୩୭୨୬୫ ୧୪୦୫୧ ୩୭୮୮୭ ୨୫
୩୨ ତେଲେଙ୍ଗାନା ୧୫୬୩୬ ୭୬୨୫୯୪ ୨୮୫୦ ୪୧୦୬
୩୩ ତ୍ରିପୁରା ୨୫୬ ୯୯୬୦୩ ୬୮ ୯୧୯
୩୪ ଉତ୍ତରାଖଣ୍ଡ ୭୯୯୩ ୪୧୭୨୩୮ ୧୩୪୮ ୭୬୪୩
୩୫ ଉତ୍ତରପ୍ରଦେଶ ୧୬୬୪୦ ୨୦୧୪୯୭୩ ୩୧୪୩ ୨୩୩୮୨ ୧୦
୩୬ ପଶ୍ଚିମବଙ୍ଗ ୧୪୧୮୪ ୧୯୭୪୫୬୮ ୧୩୬୧ ୨୦୯୬୫ ୨୭
ମୋଟ ୬୧୦୪୪୩ ୪୧୪୬୮୧୨୦ ୧୩୬୯୬୨ ୫୦୭୯୮୧ ୮୦୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.