Home Top News ରାଜ୍ୟରେ ଆଜି କରୋନା ନେଲା ୬ ଜୀବନ

ରାଜ୍ୟରେ ଆଜି କରୋନା ନେଲା ୬ ଜୀବନ

38

ଭୁବନେଶ୍ୱର ୨୧ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୬ ଜୀବନ। ଏହା ସହିତ ମୋଟ ମୃତ୍ୟୁ ସଂଖ୍ୟା ୮,୫୦୭ କୁ ବୃଦ୍ଧି ହୋଇଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ମୃତ

୧. ଅନୁଗୁଳ ଜିଲ୍ଲାର ୫୦ ବର୍ଷ ବୟସ୍କ ପୁରୁଷ।

୨. କଟକ ଜିଲ୍ଲାର ୭୨ ବର୍ଷ ବୟସ୍କ ପୁରୁଷ।

୩. କଟକ ଜିଲ୍ଲାର ୫୦ ବର୍ଷ ବୟସ୍କା ମହିଳା।

୪. ଢେଙ୍କାନାଳ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୫. ଜଗତସିଂହପୁର ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କା ମହିଳା।

୬. ପୁରୀ ଜିଲ୍ଲାର ୬୭ ବର୍ଷ ବୟସ୍କ ପୁରୁଷ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.