Home Coronavirus Outbreak ରାଜ୍ୟରେ ଆଜି ପୁଣି ୯୮୩୩ କରୋନା ଆକ୍ରାନ୍ତ ଚିହ୍ନଟ, କରୋନା ନେଲା ୬ ଜୀବନ

ରାଜ୍ୟରେ ଆଜି ପୁଣି ୯୮୩୩ କରୋନା ଆକ୍ରାନ୍ତ ଚିହ୍ନଟ, କରୋନା ନେଲା ୬ ଜୀବନ

47

ଭୁବନେଶ୍ୱର ୨୧ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ପୁଣି ୯୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଜି କରୋନା ନେଲା ୬ ଜୀବନ। ଏହା ସହିତ ମୋଟ ମୃତ୍ୟୁ ସଂଖ୍ୟା ୮,୫୦୭ କୁ ବୃଦ୍ଧି ହୋଇଛି।

ନୂଆ ଆକ୍ରାନ୍ତ: ୯୮୩୩
୦-୧୮ ବର୍ଷର : ୯୭୨
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୫୬୯୯
– ସ୍ଥାନୀୟ ଅଞ୍ଚଳରୁ୪୧୩୪
୧- ଅନୁଗୁଳ ଜିଲ୍ଲାରୁ – ୧୧୪
୨- ବାଲେଶ୍ୱର ଜିଲ୍ଲାରୁ – ୨୮୬
୩- ବରଗଡ଼ ଜିଲ୍ଲାରୁ – ୧୭୨
୪- ଭଦ୍ରକ ଜିଲ୍ଲାରୁ – ୧୨୯
୫- ବଲାଙ୍ଗୀର ଜିଲ୍ଲାରୁ – ୨୮୮
୬- ବୌଦ୍ଦ ଜିଲ୍ଲାରୁ – ୧୨୦
୭- କଟକ ଜିଲ୍ଲାରୁ – ୭୭୪
୮- ଦେବଗଡ଼ ଜିଲ୍ଲାରୁ – ୪୭
୯- ଢେଙ୍କାନାଳ ଜିଲ୍ଲାରୁ – ୯୫
୧୦- ଗଜପତି ଜିଲ୍ଲାରୁ – ୮୮
୧୧- ଗଞ୍ଜାମ ଜିଲ୍ଲାରୁ – ୬୯
୧୨- ଜଗତସିଂହପୁର ଜିଲ୍ଲାରୁ – ୧୫୨
୧୩- ଯାଜପୁର ଜିଲ୍ଲାରୁ – ୨୫୬
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୬୮
୧୫- କଳାହାଣ୍ଡି ଜିଲ୍ଲାରୁ – ୧୭୧
୧୬- କନ୍ଧମାଳ ଜିଲ୍ଲାରୁ – ୯୧
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୯୯
୧୮- କେନ୍ଦୁଝର ଜିଲ୍ଲାରୁ – ୧୬୮
୧୯- ଖୋର୍ଦ୍ଧାରୁ: ୨୯୪୬
୨୦- କୋରାପୁଟ ଜିଲ୍ଲାରୁ – ୧୭୪
୨୧- ମାଲକାନଗିରି : ୫୬
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୨୯୫
୨୩- ନବରଙ୍ଗପୁର ଜିଲ୍ଲାରେ: ୧୫୬
୨୪- ନୟାଗଡ଼ ଜିଲ୍ଲାରୁ – ୨୯୨
୨୫- ନୂଆପଡ଼ା ଜିଲ୍ଲାରୁ – ୧୭୩
୨୬- ପୁରୀ ଜିଲ୍ଲାରୁ – ୧୪୬
୨୭- ରାୟଗଡ଼ା ଜିଲ୍ଲାରୁ – ୨୭୪
୨୮- ସମ୍ବଲପୁର ଜିଲ୍ଲାରୁ – ୨୦୬
୨୯- ସୋନପୁର ଜିଲ୍ଲାରୁ – ୧୧୭
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୧୩୪
୩୧- State Pool: ୫୭୭
– ନୂଆ ସୁସ୍ଥ ହୋଇଥିଲେ୮୪୭୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୬୯୯୦୭୪୦
– ମୋଟ ଆକ୍ରାନ୍ତ ୧୧୮୭୨୯୫
– ମୋଟ ସୁସ୍ଛ ହୋଲେଣି ୧୦୮୯୦୩୩
– ସକ୍ରୀୟ ଆକ୍ରାନ୍ତ – ୮୯୭୦୨

ରାଜ୍ୟରେ ଆଜି କରୋନା ନେଲା ୬ ଜୀବନ। ଏହା ସହିତ ମୋଟ ମୃତ୍ୟୁ ସଂଖ୍ୟା ୮,୫୦୭ କୁ ବୃଦ୍ଧି ହୋଇଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ମୃତ

୧. ଅନୁଗୁଳ ଜିଲ୍ଲାର ୫୦ ବର୍ଷ ବୟସ୍କ ପୁରୁଷ।

୨. କଟକ ଜିଲ୍ଲାର ୭୨ ବର୍ଷ ବୟସ୍କ ପୁରୁଷ।

୩. କଟକ ଜିଲ୍ଲାର ୫୦ ବର୍ଷ ବୟସ୍କା ମହିଳା।

୪. ଢେଙ୍କାନାଳ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୫. ଜଗତସିଂହପୁର ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କା ମହିଳା।

୬. ପୁରୀ ଜିଲ୍ଲାର ୬୭ ବର୍ଷ ବୟସ୍କ ପୁରୁଷ।

ଜିଲ୍ଲାୱାରୀ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୪୫, ୪୪୦ [+୧୧୪] ଜଣ ସଂକ୍ରମିତ ହୋଇଥିବା ବେଳେ ୯୭୭ [+୧୧୩] ଜଣ ସକ୍ରୀୟ ଅଛନ୍ତି। ୪୪, ୦୬୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୦୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି

ବାଲେଶ୍ୱର ଜିଲ୍ଲାରେ ୪୫, ୧୬୫ [+୨୮୬] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୨୮୬ [+୨୮୬] ଜଣ ସକ୍ରୀୟ ଅଛନ୍ତି। ୪୧, ୫୭୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୦୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୩୨, ୯୪୧ [+୧୭୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୪୩୧ [+୧୭୨] ଜଣ ସକ୍ରୀୟ ଅଛନ୍ତି। ୩୧, ୧୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି

ଭଦ୍ରକ ଜିଲ୍ଲାରେ ୨୭, ୯୮୧ [+୧୨୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୨୦୮ [+୧୨୯] ଜଣ ସକ୍ରୀୟ ଅଛନ୍ତି। ୨୬, ୬୧୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୬, ୪୮୪ [+୨୮୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୬୪୯ [+୨୮୮] ଜଣ ସକ୍ରୀୟ ଅଛନ୍ତି। ୨୪, ୭୦୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି

ବୌଦ୍ଧ ଜିଲ୍ଲାରେ ୧୩, ୩୧୦ [+୧୨୦] ଜଣ ସଂକ୍ରମିତ ହୋଇଥିବା ବେଳେ ୫୫୧ [+୧୨୦] ଜଣ ସକ୍ରୀୟ ଅଛନ୍ତି। ୧୨, ୬୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି

କଟକ ଜିଲ୍ଲାରେ ୧, ୦୬, ୧୬୫ [+୭୭୪] ଜଣ ସଂକ୍ରମିତ ହୋଇଥିବା ବେଳେ ୫, ୯୯୪ [+୭୭୨] ଜଣ ସକ୍ରୀୟ ଅଛନ୍ତି। ୯୯, ୩୦୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୬୫ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୭, ୨୬୩ [+୪୭] ଜଣ ସଂକ୍ରମିତ ହୋଇଥିବା ବେଳେ ୩୭୪ [+୪୭] ଜଣ ସକ୍ରୀୟ ଅଛନ୍ତି। ୬, ୮୩୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି

ଢେଙ୍କାନାଳ ଜିଲ୍ଲାରେ ୨୦, ୯୬୩ [+୯୫] ଜଣ ସଂକ୍ରମିତ ହୋଇଥିବା ବେଳେ ୬୯୪ [+୯୪] ଜଣ ସକ୍ରୀୟ ଅଛନ୍ତି। ୨୦, ୦୨୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୭ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି

ଗଜପତି ଜିଲ୍ଲାରେ ୧୦, ୮୬୪ [+୮୮] ଜଣ ସଂକ୍ରମିତ ହୋଇଥିବା ବେଳେ ୭୭୩ [+୮୮] ଜଣ ସକ୍ରୀୟ ଅଛନ୍ତି। ୧୦, ୦୦୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୫, ୩୭୪ [+୬୯] ଜଣ ସଂକ୍ରମିତ ହୋଇଥିବା ବେଳେ ୭୯୭ [+୬୯] ଜଣ ସକ୍ରୀୟ ଅଛନ୍ତି। ୩୪, ୦୮୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୮୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୩୦, ୦୮୩ [+୧୫୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୪୫୨ [+୧୫୧] ଜଣ ସକ୍ରୀୟ ଅଛନ୍ତି। ୨୮, ୩୦୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୨୩ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି

ଯାଜପୁର ଜିଲ୍ଲାରେ ୪୬, ୯୦୭ [+୨୫୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୧୮୪ [+୨୫୬] ଜଣ ସକ୍ରୀୟ ଅଛନ୍ତି। ୪୪, ୫୪୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୨୬, ୮୨୯ [+୧୬୮] ଜଣ ସଂକ୍ରମିତ ହୋଇଥିବା ବେଳେ ୯୨୨ [+୧୬୮] ଜଣ ସକ୍ରୀୟ ଅଛନ୍ତି। ୨୫, ୭୨୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୮୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି

କଳାହାଣ୍ଡି ଜିଲ୍ଲାରେ ୨୬, ୧୩୯ [+୧୭୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୨୧୪ [+୧୭୧] ଜଣ ସକ୍ରୀୟ ଅଛନ୍ତି। ୨୪, ୭୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି

କନ୍ଧମାଳ ଜିଲ୍ଲାରେ ୧୨, ୧୨୯ [+୯୧] ଜଣ ସଂକ୍ରମିତ ହୋଇଥିବା ବେଳେ ୪୫୨ [+୯୧] ଜଣ ସକ୍ରୀୟ ଅଛନ୍ତି। ୧୧, ୫୯୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି

କେନ୍ଦ୍ରାପଡା ଜିଲ୍ଲାରେ ୨୫, ୯୯୬ [+୯୯] ଜଣ ସଂକ୍ରମିତ ହୋଇଥିବା ବେଳେ ୫୭୦ [+୯୯] ଜଣ ସକ୍ରୀୟ ଅଛନ୍ତି। ୨୫, ୧୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୫୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୨୨, ୫୯୮ [+୧୬୮] ଜଣ ସଂକ୍ରମିତ ହୋଇଥିବା ବେଳେ ୯୫୬ [+୧୬୮] ଜଣ ସକ୍ରୀୟ ଅଛନ୍ତି। ୨୧, ୪୬୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୨, ୨୩, ୦୩୪ [+୨, ୯୪୬] ଜଣ ସଂକ୍ରମିତ ହୋଇଥିବା ବେଳେ ୩୨, ୪୮୭ [+୨, ୯୪୬] ଜଣ ସକ୍ରୀୟ ଅଛନ୍ତି। ୧, ୮୮, ୯୨୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୧୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୨୧, ୨୩୮ [+୧୭୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୨୯୮ [+୧୭୪] ଜଣ ସକ୍ରୀୟ ଅଛନ୍ତି। ୧୯, ୮୫୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି

ମାଲକାନଗିରି ଜିଲ୍ଲାରେ ୧୨, ୧୮୫ [+୫୬] ଜଣ ସଂକ୍ରମିତ ହୋଇଥିବା ବେଳେ ୪୬୧ [+୫୬] ଜଣ ସକ୍ରୀୟ ଅଛନ୍ତି। ୧୧, ୬୭୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୪୫, ୨୨୦ [+୨୯୫] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୦୬୧ [+୨୯୫] ଜଣ ସକ୍ରୀୟ ଅଛନ୍ତି। ୪୨, ୮୬୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୮୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୫, ୩୦୩ [+୧୫୬] ଜଣ ସଂକ୍ରମିତ ହୋଇଥିବା ବେଳେ ୯୪୩ [+୧୫୬] ଜଣ ସକ୍ରୀୟ ଅଛନ୍ତି। ୨୪, ୨୭୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨୫, ୩୪୨ [+୨୯୨] ଜଣ ସଂକ୍ରମିତ ହୋଇଥିବା ବେଳେ ୯୯୮ [+୨୯୨] ଜଣ ସକ୍ରୀୟ ଅଛନ୍ତି। ୨୪, ୧୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୁଆପଡା ଜିଲ୍ଲାରେ ୨୪, ୧୮୨ [+୧୭୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୨୩୮ [+୧୭୩] ଜଣ ସକ୍ରୀୟ ଅଛନ୍ତି। ୨୨, ୮୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି

ପୁରୀ ଜିଲ୍ଲାରେ ୪୮, ୩୦୦ [+୧୪୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୭୧୪ [+୧୪୫] ଜଣ ସକ୍ରୀୟ ଅଛନ୍ତି। ୪୬, ୧୨୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬୩ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୨୨, ୩୫୪ [+୨୭୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୫୫ [+୨୭୪] ଜଣ ସକ୍ରୀୟ ଅଛନ୍ତି। ୨୧, ୦୩୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି

ସମ୍ବଲପୁର ଜିଲ୍ଲାରେ ୩୮, ୯୧୭ [+୨୦୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୮୫୧ [+୨୦୬] ଜଣ ସକ୍ରୀୟ ଅଛନ୍ତି। ୩୫, ୮୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି

ସୁବର୍ଣ୍ଣପୁର ଜିଲ୍ଲାରେ ୧୪, ୮୨୫ [+୧୧୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୫୨ [+୧୧୭] ଜଣ ସକ୍ରୀୟ ଅଛନ୍ତି। ୧୩, ୭୧୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି

ସୁନ୍ଦରଗଡ ଜିଲ୍ଲାରେ ୮୧, ୧୫୪ [+୧, ୧୩୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦, ୭୯୬ [+୧, ୧୩୪] ଜଣ ସକ୍ରୀୟ ଅଛନ୍ତି। ୬୯, ୭୫୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୯୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାଜ୍ୟ ପୁଲ୍ ରେ ୪୨, ୬୧୦ [+୫୭୭] ଜଣ ସଂକ୍ରମିତ ହୋଇଥିବା ବେଳେ ୭, ୧୬୪ [+୫୭୭] ଜଣ ସକ୍ରୀୟ ଅଛନ୍ତି। ୩୫, ୪୪୬ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.