Home ଆନ୍ତର୍ଜାତୀୟ ଯୁଦ୍ଧ କରିବାକୁ ଆମନ୍ତ୍ରଣ

ଯୁଦ୍ଧ କରିବାକୁ ଆମନ୍ତ୍ରଣ

1859

ନୂଆଦିଲ୍ଲୀ, ୧୫/୦୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଗୋଟେ ପରେ ଗୋଟେ ଆପତ୍ତିଜନକ ମନ୍ତବ୍ୟ ଦେବାରେ ଲାଗିଛି।କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନର ସେନାବାହିନୀ ପ୍ରତିଶୋଧ ନିଆଁରେ ଜଳୁଛି। ଭାରତର ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଅଗଷ୍ଟ ୧୪ ତରିଖରେ ପାକିସ୍ତାନର ସେନାବାହିନୀ ଯୁଦ୍ଧ ପାଇଁ ଧମକ ଦେଇଛି।

ସେହିପରି କାଶ୍ମୀରର ପ୍ରସଙ୍ଗରେ ସତ୍ୟତାକୁ ୧୯୪୭ ମସିହାର ଏକ ଅବୈଧ ଦସ୍ତାବିଜ ପରିବର୍ତ୍ତନ କରି ପରିବ ନାହିଁ ଏବଂ ଭବିଷ୍ୟତରେ ମଧ୍ୟ କେହି ପରିବର୍ତ୍ତନ କରିପରିବେ ନାହିଁ ବୋଲି ପାକିସ୍ତାନ ସେନାର ପ୍ରବକ୍ତା ମେଜର ଜେନେରାଲ ଆସିଫ ଗଫୁର କହିଛନ୍ତି। ଏହାଛଡା ବିନା ମୂଲ୍ୟରେ କାଶ୍ମୀରବାସୀଙ୍କ ସହ ରହିବେ ବୋଲି ସେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.