ad
ଓଡ଼ିଶା

ମହିଳାଙ୍କୁ ମାଗଣା ବସ ସେବା

ନୂଆଦିଲ୍ଲୀ,୧୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଡିଟିସି ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଭଉଣୀମାନଙ୍କୁ ଫ୍ରିରେ ବସ୍ ଯାତ୍ରା କରିବା ପାଇଁ ଉପହାର ପ୍ରଦାନ କରାଯାଇଛି। ମହିଳାମାନେ କେବଳ ଦିଲ୍ଲୀ ନୁହେଁ ବରଂ ଏନସିଆର ରେ ଚାଲୁଥିବା ସବୁ ଡିଟିସି ବସରେ ମଧ୍ୟ ଏହି ସେବା ପାଇପାରିବେ । ଖାସ୍ କଥା ଏହା କି ମହିଳା ମାନେ ଉଭୟ ଏସି ଏବଂ ନନ ଏସି ବସରେ ସକାଳଠୁ ନେଇ ରାତି ଯାଏ ଏହି ସେବାର ଲାଭ ଉଠାଇ ପାରିବେ ।

ଡିଟିସି ମୁତାବକ ରକ୍ଷା ବନ୍ଧନ ମୌକାରେ ମହିଳାମାନଙ୍କୁ ପାଇଁ ସକାଳ ୮ରୁ ରାତି ୧୦ଟା ଯାଏ ଏସି ଏବଂ ନନ୍ ଏସି ବସ୍ ମାନଙ୍କରେ ମାଗଣାରେ ଯାତ୍ରା କରିବାର ସୁବିଧା ମିଳିବ । ଭଉଣୀ ମାନଙ୍କୁ ସେମାନଙ୍କ ଭାଇ ମାନଙ୍କ ପାଖରେ ସୁରକ୍ଷିତ ଭାବେ ପହଁଚାଇ ପାଇଁ ଡିଟିସି ତାର ଅଧିକରୁ ଅଧିକ ବସ୍ ଯାତ୍ରା ପାଇଁ ଉପଲବ୍ଧ କରାଇବ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top