ad
ଓଡ଼ିଶା

ମହାରାଷ୍ଟ୍ରରେ ବସ ଦୁର୍ଘଟଣା, ୧୧ ମୃତ

ମହାରାଷ୍ଟ୍ର,୧୯/୦୮,(ଓଡ଼ିଆ ପୁଅ/ ପି ନାୟକ)ବସ୍‌-କଣ୍ଟେନର ମୁହାଁମୁହିଁ ଧକ୍କାରେ ୧୧ ମୃତ, ୨୦ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଥିବା ବେଳେ ଆହତ ସମସ୍ତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମହାରାଷ୍ଟ୍ର ଧୁଲେ ଜିଲ୍ଲା ଶାହାଦା-ଔରଙ୍ଗାବାଦ ରାସ୍ତା ଦୌଡାଇଚା ଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌ଟି ପ୍ରାୟ ୪୫ ଜଣ ଯାତ୍ରୀଙ୍କୁ ନେଇ ଔରଙ୍ଗାବାଦ ଯାଉଥିବାବେଳେ ବିଳମ୍ବିତ ରାତିରେ କଣ୍ଚେନର ସହ ଧକ୍କା ହୋଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top