Home ଓଡ଼ିଶା ମହାନଦୀରେ ୬ ନାବାଳିକା ଭାସିଯିବା ଘଟଣାରେ ମିଳିନାହିଁ ଅନ୍ୟ ଜଣେ ଝିଅର ପତ୍ତା

ମହାନଦୀରେ ୬ ନାବାଳିକା ଭାସିଯିବା ଘଟଣାରେ ମିଳିନାହିଁ ଅନ୍ୟ ଜଣେ ଝିଅର ପତ୍ତା

558

ଭୁବନେଶ୍ଵର,୦୭/୧୦,(ଓଡ଼ିଆ ପୁଅ ପି ନାଏକ):ଗତକାଲି ମହାନଦୀ ତୁଠରେ ୬ ଜଣ ଝିଅ ଭାସି ଯାଇଥିଲେ। ଏଥିରେ ୫ ଜଣ ଝିଅଙ୍କୁ ଉଦ୍ଧାର କରାଯାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଆଜି ପୁଣି ନିଖୋଜ ଝିଅକୁ ଉଦ୍ଧାର କରିବା ଲାଗି ଅଗ୍ନିଶମ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି ବୋଲି ଜଣାଯାଇଛି । ମାତ୍ର ଏଯାଏଁ ନିଖୋଜ ଝିଅର ପତ୍ତା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.