Home ଆନ୍ତର୍ଜାତୀୟ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩୬ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩୬ ମୃତ

740

ନୂଆଦିଲ୍ଲୀ,୨୯/୦୯,(ଓଡ଼ିଆ ପୁଅ ପି ନାଏକ): ପୂର୍ବ ଚୀନରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପାଖାପାଖି ୩୬ଜଣ ପ୍ରାଣ ହରାଇଥିବା ସୂଚନା ରହିଛି । ୩୬ ଜଣ ଗୁରୁତର ଥିବା ଗଣମାଧ୍ୟମରରୁ ଜଣାପଡ଼ିଛି । ପୂର୍ବ ଚୀନରେ ଏକ ଦ୍ରୁତଗାମୀ ଯାତ୍ରୀବାହୀ ବସ୍ ଏକ୍ସପ୍ରେସ୍ ୱେରେ ଏକ ଟ୍ରକକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗାନ୍ଧୀ ନାଁ ମୋଦୀ; ରାଷ୍ଟ୍ରପିତା କିଏ?

ଦୁର୍ଘଟଣା ସମୟରେ ବସ୍‌ରେ ପାଖାପାଖି ୬୯ଜଣ ଲୋକ ଥିଲେ । ତେବେ ବସ୍‌ଟି ଭାସାମ୍ୟ ଯରାଇ ଟ୍ରକ୍‌ରେ ପିଟି ହୋଇଯାଇଥିଲା । ଟ୍ରାଫିକ ନିୟମ ପାଳନ ନକରିବାରୁ ଏପରି ଦୁର୍ଘଟଣା ଅନେକ ସମୟରେ ଘଟିଥାଏ । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୧୫ରେ ଚୀନରେ ସମୁଦାୟ ୫୮ ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା।ଏଥିରୁ ୯୦ ପ୍ରତିଶତ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.