Home ଓଡ଼ିଶା ଭୁବନେଶ୍ଵର ରୁ ବ୍ୟକ୍ତିଙ୍କ ଅଜଣା ମୃତଦେହ ଉଦ୍ଧାର

ଭୁବନେଶ୍ଵର ରୁ ବ୍ୟକ୍ତିଙ୍କ ଅଜଣା ମୃତଦେହ ଉଦ୍ଧାର

141

ଭୁବନେଶ୍ଵର,୦୭/୧୦,(ଓଡ଼ିଆ ପୁଅ ପି ନାଏକ):ଭୁବନେଶ୍ଵର ରୁ ଜଣେ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ନିକୋପାର୍କ ଛକ ନିକଟରୁ ଏହା ଉଦ୍ଧାର କରାଯାଇଛି । ତେବେ ଆଶ୍ଚର୍ଯ୍ୟ ର କଥା ହେଲା ଯେ, ଜନଗହଳି ପୂର୍ଣ୍ଣ ସ୍ଥାନରେ ଏହା କିଏ ଆଉ କିପରି କଲା । ଆଉ କେହି ଜାଣିପାରିଲେ ନାହିଁ କେମିତି । ଏବେ ଶବଟିକୁ ଉଦ୍ଧାର କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.