ad
ଓଡ଼ିଶା

ଭିଜିଲାନ୍ସ ହାବୁଡ଼ରେ ସହକାରୀ ଯନ୍ତ୍ରୀ

ନିମାପଡ଼ା,୧୬/୦୯,(ଓଡ଼ିଆ ପୁଅ ପି ନାଏକ): ଭିଜିଲାନ୍ସ ହାତରେ ସହକାରୀ ଯନ୍ତ୍ରୀ । ପୁରୀ ଜିଲ୍ଲା ନିମାପଡ଼ା ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଘରେ ଓ କାର୍ଯ୍ୟାଳୟରେ ପୁରୀ ଭୁବନେଶ୍ୱର ଭିଜିଲାନ୍ସ୍‌ର ମିଳିତ ଚଢାଉ । ଆୟ ଵର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ ଚଢ଼ାଉ କରାଯାଇଛି । ପୁରୀ ମଧୁବର୍ଣ୍ନ ଓ ସେନାପତିବଗିଚା ସହ ୬ଟି ଜାଗା ଉପରେ ଏକ ସଙ୍ଗରେ ଚଢାଉ କରାଯାଇଛି । ଗୋଟିଏ ଫର୍ଚୁନର କାର୍ ସହିତ ଚାରୋଟି ବାଇକ୍ ଜଵତ କରିଛି ଭିଜିଲାନ୍ସ୍ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top