Home ଓଡ଼ିଶା ଭିଜିଲାନ୍ସ ହାବୁଡ଼ରେ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ହାବୁଡ଼ରେ ସହକାରୀ ଯନ୍ତ୍ରୀ

234

ନିମାପଡ଼ା,୧୬/୦୯,(ଓଡ଼ିଆ ପୁଅ ପି ନାଏକ): ଭିଜିଲାନ୍ସ ହାତରେ ସହକାରୀ ଯନ୍ତ୍ରୀ । ପୁରୀ ଜିଲ୍ଲା ନିମାପଡ଼ା ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଘରେ ଓ କାର୍ଯ୍ୟାଳୟରେ ପୁରୀ ଭୁବନେଶ୍ୱର ଭିଜିଲାନ୍ସ୍‌ର ମିଳିତ ଚଢାଉ । ଆୟ ଵର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ ଚଢ଼ାଉ କରାଯାଇଛି । ପୁରୀ ମଧୁବର୍ଣ୍ନ ଓ ସେନାପତିବଗିଚା ସହ ୬ଟି ଜାଗା ଉପରେ ଏକ ସଙ୍ଗରେ ଚଢାଉ କରାଯାଇଛି । ଗୋଟିଏ ଫର୍ଚୁନର କାର୍ ସହିତ ଚାରୋଟି ବାଇକ୍ ଜଵତ କରିଛି ଭିଜିଲାନ୍ସ୍ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.