Home ଓଡ଼ିଶା ବ୍ରେକିଂ: ଦୁଇ ଟ୍ରେନ ମୁହାଁମୁହିଁ ଧକ୍କା; ୩୦ ଆହତ

ବ୍ରେକିଂ: ଦୁଇ ଟ୍ରେନ ମୁହାଁମୁହିଁ ଧକ୍କା; ୩୦ ଆହତ

936

ନୂଆଦିଲ୍ଲୀ: ଦକ୍ଷିଣ ମଧ୍ୟ ରେଲୱେ ଅନ୍ତର୍ଗତ ତେଲେଙ୍ଗାନାର କଚେଗୁଡ଼ା ଷ୍ଟେସନ ନିକଟରେ ଏମଏମଟିଏସ୍ ଏବଂ କୋଂଗୁ ଏକ୍ସପ୍ରେସ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩୦ରୁ ଉର୍ଦ୍ଦ୍ଵ ଯାତ୍ରୀ ଆହତ ହୋଇଛନ୍ତି।ଦୁର୍ଘଟଣାର କାରଣ ଏ’ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।ଉଦ୍ଧାର କାର୍ଯ୍ୟ ଜାରୀ ରହିଛି।କାହାର ମୃତ୍ୟୁ ହୋଇଥିବା ନେଇ କୌଣସି ସୂଚନା ନାହିଁ।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.