Home କୋରାପୁଟ ବୋଲବମ ଭକ୍ରମାନଙ୍କୁ ଜଗନ୍ନାଥ ମନ୍ଦିରରେ ପ୍ରସାଦ ପ୍ରଦାନ କରାଗଲା

ବୋଲବମ ଭକ୍ରମାନଙ୍କୁ ଜଗନ୍ନାଥ ମନ୍ଦିରରେ ପ୍ରସାଦ ପ୍ରଦାନ କରାଗଲା

92

କୋରାପୁଟ ; ତା୧୪-୦୮-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜଗନ୍ନାଥ ମନ୍ଦିର ଓ ବିଲାପୁଟ ଶବରୀ ନାରାୟଣ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ମିଳିତ ସହଯୋଗରେ ଗୁପ୍ତେଶ୍ୱର ଶୈବପୀଠରୁ ଫେରିଥିବା ବୋଲବମ ଭକ୍ତମାନଙ୍କୁ ପ୍ରସାଦ ପ୍ରଦାନ କରାଯାଇଥିଲା ବୋଲି ଜଣାପଡିଛି ।ବାହାର ରାଜ୍ୟ ହରିଆନା , ବରଗଡ ଓ ବଲାଙ୍ଗୀର ଜିଲ୍ଲାରୁ ୨୦୦ ଜଣ ବୋଲବମ ଭକ୍ତ ଆସିଥିଲେ ବୋଲି ଜଣାପଡିଛି ।କୋରାପୁଟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଂପାଦକ ଗଦାଧର ପରିଡା ,ବିଲାପୁଟ ଶବରୀ ନାରାୟଣ ଜଗନ୍ନାଥ ମନ୍ଦିରର ସହ ସଂପାଦକ ଲଲିତ ମୋହନ ପଟନାୟକ , ଡ . ଜଗବନ୍ଧୁ ସାମଲ , ଆଶାଲତା ପଟନାୟକ , ଜଗନମୋହନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.