ad
ଓଡ଼ିଶା

ବିପୁଳ ପରିମାଣର ଦେଶୀମଦ ଜବତ, ୨ ଗିରଫ

ବାଲେଶ୍ଵର,୧୬/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଚୋରା ଚାଲାଣ ବେଳେ ଜବତ ହେଲା ବିପୁଳ ପରିମାଣର ଦେଶୀମଦ। ପ୍ରାୟ ୧ ହଜାର ଲିଟର ଦେଶୀ ମଦ ମାରୁତି ଭ୍ୟାନ ଜବତ କରିଛି ଜଳେଶ୍ୱର ଅବକାରୀ ବିଭାଗ। ଘଟଣାରେ ୨ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣଙ୍କ ଘର ପଶ୍ଚିମବଙ୍ଗରେ । ଏକ ମାରୁତି ଭ୍ୟାନରେ ପଶ୍ଚିମବଙ୍ଗରୁ ଆସୁଥିବା ଖବର ପାଇ ଅବକାରୀ ବିଭାଗର ୫ଜଣିଆ ଟିମ୍‌ ଚଢାଉ କରିଥିଲା। ବାଲେଶ୍ୱର ଜିଲ୍ଲା ଧାନଘେରୀ ଛକ ନିକଟରେ ଭ୍ୟାନକୁ ଅଟକାଇବାରୁ ସେଥିରୁ ବିପୁଳ ପରିମାଣର ମଦ ଜବତ ହୋଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top