Home ଓଡ଼ିଶା ବିପୁଳ ପରିମାଣର ଦେଶୀମଦ ଜବତ, ୨ ଗିରଫ

ବିପୁଳ ପରିମାଣର ଦେଶୀମଦ ଜବତ, ୨ ଗିରଫ

329

ବାଲେଶ୍ଵର,୧୬/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଚୋରା ଚାଲାଣ ବେଳେ ଜବତ ହେଲା ବିପୁଳ ପରିମାଣର ଦେଶୀମଦ। ପ୍ରାୟ ୧ ହଜାର ଲିଟର ଦେଶୀ ମଦ ମାରୁତି ଭ୍ୟାନ ଜବତ କରିଛି ଜଳେଶ୍ୱର ଅବକାରୀ ବିଭାଗ। ଘଟଣାରେ ୨ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣଙ୍କ ଘର ପଶ୍ଚିମବଙ୍ଗରେ । ଏକ ମାରୁତି ଭ୍ୟାନରେ ପଶ୍ଚିମବଙ୍ଗରୁ ଆସୁଥିବା ଖବର ପାଇ ଅବକାରୀ ବିଭାଗର ୫ଜଣିଆ ଟିମ୍‌ ଚଢାଉ କରିଥିଲା। ବାଲେଶ୍ୱର ଜିଲ୍ଲା ଧାନଘେରୀ ଛକ ନିକଟରେ ଭ୍ୟାନକୁ ଅଟକାଇବାରୁ ସେଥିରୁ ବିପୁଳ ପରିମାଣର ମଦ ଜବତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.