Home ଓଡ଼ିଶା ବାଦଲ ଫଟା ବର୍ଷାର ଅର୍ଥ କ’ଣ ?

ବାଦଲ ଫଟା ବର୍ଷାର ଅର୍ଥ କ’ଣ ?

929

ଭୁବନେଶ୍ଵର,୨୦/୦୮,(ଓଡ଼ିଆ ପୁଅ /ପି ନାଏକ):ଉତ୍ତରାଖଣ୍ଡରେ ତାଣ୍ଡବ କରୁଛି ବର୍ଷା । ପ୍ରବଳ ବର୍ଷା ଯୋଗୁଁ ୮ଟି ଜିଲ୍ଲାରେ ସୃଷ୍ଟି ହୋଇଛି ଭୟଙ୍କର ପରିସ୍ଥିତି । ରବିବାର ଦିନ ବାଦଲ ଫାଟି ୧୭ ଜଣଙ୍କ ଜୀବନ ନେଇଥିବା ବେଳେ ନିଖୋଜ ଅଛନ୍ତି ୨୨ ଜଣ । ଏବେ ବି ଜାରି ରହିଛି ରେସ୍କ୍ୟୁ ଅପରେସନ୍‌ । ତେବେ ବାଦଲ ଫାଟିବାର ଏହା ଘଟଣା ନୁହେଁ । ଇତିହାସରେ ଏମିତି ଅନେକ ଥର ବାଦଲ ଫଟା ବର୍ଷା ଯୋଗୁ ଲିଭି ଯାଇଛି ଅନେକ ଜୀବନ ଦୀପ । ତେବେ ଏସବୁ ମଧ୍ୟରେ ପ୍ରଶ୍ନ ଉଠୁଛି କଣ ଏହି ବାଦଲ ଫାଟିବା ?

ବାଦଲ ଫାଟିବା ଏକ ପ୍ରାକୃତିକ ଘଟଣା । ଯେତେବେଳେ ବାଦଲ ଫାଟିଥାଏ ସେତେବେଳେ ହଠାତ୍‌ ଜୋରରେ ବର୍ଷା ହୋଇଥାଏ । ଆଉ ବନ୍ୟା ପରିସ୍ଥିିତି ଉପୁଜିଥାଏ । ତେବେ ଏସବୁ ହୋଇଥାଏ Pregnant Cloud କାରଣରୁ । ପ୍ରେଗନେଣ୍ଟ କ୍ଲାଉଡ୍‌ ଅର୍ଥ ପାଣିରେ ଭର୍ତ୍ତି ବାଦଲ । ଯେତେବେଳେ ଏହା କୌଣସି ବାଧା ସହ ଧକା ହୋଇଥାଏ ସେତେବେଳେ ପ୍ରଳୟ ରୂପରେ ବର୍ଷିଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.