Home ଓଡ଼ିଶା ବାଣ କାରଖାନାରେ ବିସ୍ଫୋରଣ

ବାଣ କାରଖାନାରେ ବିସ୍ଫୋରଣ

159
ନୂଆଦିଲ୍ଲୀ,୦୪/୦୮,(ଓଡ଼ିଆ ପୁଅ ପି ନାଏକ):

ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଏବଂ ଦମକଳବାହିନୀ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଚଳାଇଛନ୍ତି। ବାଣ ବିସ୍ଫୋରଣ ଯୋଗୁଁ ଅଞ୍ଚଳରେ ପ୍ରବଳ ଧୂଆଁ ହୋଇଯାଇଥିବାରୁ କାରଖାନା ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବାରେ ସମସ୍ୟା ହେଉଥିବା ଜଣାଯାଇଛି। ଅପରାହ୍ନ ୪ଟାରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.